ବିବାହ ବନ୍ଧନରେ ଆବଦ୍ଧ ହେଲେ ପାୟଲ ଏବଂ ସଂଗ୍ରାମ, ସାଙ୍ଗମାନେ ବଦମାସି କରିବାରୁ ପାୟଲଙ୍କୁ କୋଳରେ ଉଠାଇ ନେଇଗଲେ…
ପାୟଲ ରୋହତଗୀ ଏବଂ ସଂଗ୍ରାମ ସିଂ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି । ଦୁହିଁଙ୍କ ଏହି ସ୍ପେଶାଲ୍ ଦିନ ପାଇଁ ଦୀର୍ଘ ସମୟ ଧରି ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ଦମ୍ପତିଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଏହି ଫଟୋ ଗୁଡ଼ିକରେ ପାୟଲ କନ୍ୟା ବେଶରେ…