ସୁରକ୍ଷିତ ନୁହେଁ Paytm ! ଆସିଲା ଠକାମୀର ପ୍ରଥମ ମାମଲା, ପୋଲିସ୍ ବାବୁଙ୍କ ଖାତାରୁ କଟିଗଲା ଲକ୍ଷେ ଟଙ୍କା
କଣ ଆପଣଙ୍କ ବି ପେ ଟିଏମ୍ ବ୍ୟବହାର କରୁଛନ୍ତି ? ତେବେ ଏହି ଖବର ଖାସ୍ ଆପଣଙ୍କ ପାଇଁ । ସୁରକ୍ଷିତ ନୁହେଁ ପେଟିଏମ୍ । ହୋଇପାରନ୍ତି ଠକାମୀର ଶିକାର । ଯେମିତି ଗାଜିଆବାଦର ଏହି ପୋଲିସ୍ ଅଫିସର୍ ହୋଇଛନ୍ତି । ଏହି ଅଫିସରଙ୍କ ଖାତାରୁ ଏକ ଲକ୍ଷ ଟଙ୍କା ଉଡାଇନେଲେ ସାଇବର୍ ଅପରାଧୀ ।
ସୂଚନା…