Browsing Tag

paytm

Paytmକୁ ବଡ଼ ଆଶ୍ୱସ୍ତି… RBI ଦେଲା ଆଉ ୧୫ ଦିନର ସମୟ, ଏବେ ଏହି ତାରିଖ ଯାଏ ଜାରି ରହିବ ସେବା

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପେଟିଏମକୁ ବଡ଼ ଆଶ୍ୱସ୍ତି ଦେଇ ୧୫ ଦିନର ଛାଡ୍‌ ପ୍ରଦାନ କରିଛି । ଏବେ ପେଟିଏମ୍ ପେମେଣ୍ଟସ୍‌ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ସୀମା ଫେବୃୟାରୀ ୨୯ରୁ ଲାଗୁ ହେବ ନାହିଁ, ବରଂ ଏହାକୁ ଆହୁରି ୧୫ ଦିନ ବଢ଼ାଇ ଦିଆଯାଇଛି । ମାର୍ଚ୍ଚ ୧୫ ପରେ ପେଟିଏମ୍ ପେମେଣ୍ଟସ୍‌…

ପେଟିଏମ୍ ଗ୍ରାହକଙ୍କୁ ଲାଗିଛି ବଡ଼ ଝଟକା, ୨୯ ଫେବୃଆରୀ ପରେ କରିପାରିବେନି ଏହି କାମ

ବର୍ତ୍ତମାନର ଡିଜିଟାଲ ଯୁଗରେ ଲୋକମାନେ ନିଜ ମୋବାଇଲରେ ପେମେଣ୍ଟ କରୁଛନ୍ତି । ଲୋକଙ୍କ ପର୍ସରେ ଟଙ୍କା କମ୍‌ ପେମେଣ୍ଟ କାର୍ଡ ଅଧିକ ରହୁଛି । ଲୋକମାନେ ଟଙ୍କା କାରବାର ନକରି ପେଟିଏମ୍‌, ଗୁଗଲ ପେ ଓ ଫୋନ ପେ ଭଳି ଡିଜିଟାଲ ପେମେଣ୍ଟକୁ ବ୍ୟବହାର କରୁଛନ୍ତି । କିନ୍ତୁ ବର୍ତ୍ତମାନ ପେଟିଏମ୍…

ପେଟିଏମ୍‌କୁ ବଡ଼ ଝଟ୍‌କା, ୨୯ ପରେ ହୋଇପାରିବନି ଜମା ଓ ଋଣ କାରବାର

ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ବଡ ପଦକ୍ଷେପ ନେଇଛି। ଆରବିଆଇ ପେଟିଏମ୍ ପେମେଣ୍ଟ ବ୍ୟାଙ୍କକୁ ଜମା ନେବାକୁ ବାରଣ କରିଛି। ଫେବୃଆରୀ ୨୯ ପରେ, ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଗ୍ରାହକଙ୍କୁ ବ୍ୟାଙ୍କିଙ୍ଗ୍ ସୁବିଧା ଯୋଗାଇବାରେ ସକ୍ଷମ ହେବ ନାହିଁ ।…

ଜାନୁୟାରୀ ୧ରୁ ବନ୍ଦ ହୋଇଯିବ ଆପଣଙ୍କ Paytm-GPayର UPI ଆଇଡି! ଜାଣନ୍ତୁ କାରଣ

ବିମୁଦ୍ରୀକରଣ ପରେ, UPI ପେମେଣ୍ଟର ଧାରା ବହୁତ ବୃଦ୍ଧି ପାଇଛି, UPI ପେମେଣ୍ଟ ଆସିବା ସହିତ ଦୈନନ୍ଦିନ ସାମଗ୍ରୀ କିଣିବା ଏବଂ ବିଲ୍ ପେମେଣ୍ଟ କରିବା ଅଧିକ ସହଜ ହୋଇଯାଇଛି । କିନ୍ତୁ ତଥାପି ବହୁତ ଲୋକ ଅଛନ୍ତି ଯେଉଁମାନେ UPI ID ସୃଷ୍ଟି କରିଛନ୍ତି କିନ୍ତୁ UPI ପେମେଣ୍ଟ କେବେ…

ମାତ୍ର ୧ ଟଙ୍କାରେ କିଣିପାରିବେ ୨୪ କ୍ୟାରେଟ ସୁନା ଗହଣା , ଏହି ଷ୍ଟେପ ଫଲୋ କରନ୍ତୁ

ଆଜି ହେଉଛି ଅକ୍ଷୟ ତୃତ୍ରିୟା ବା ଧନତେରାସ ଆଉ ଆଗକୁ ଆସୁଛି ଅଲୋକର ପର୍ବ ଦୀପାବଳି । ଲଗାତାର ତିନି ଦିନ ଧରି ସୁନା ଅଳଙ୍କାର ର ଡିମାଣ୍ଡ ଅଧିକ ରହିବ .. ଆଉ ଏହି ଅବସରରେ ଗ୍ରାହକଙ୍କୁ ସୁବର୍ଣ୍ଣ ସୁଯୋଗ ହେଉଛି ଏହି ପ୍ଲାଟଫର୍ମ । ଯଦି ଆପଣ ଅତି ଶସ୍ତାରେ କହିବାକୁ ଗଲେ ଯଦି ମାଗେଣାରେ ସୁନା…

ପେଟିଏମରେ ଏବେବି ଚାଲୁଛି Valentine’s Day ଅଫର, କ୍ୟାସବ୍ୟାକ୍‌ କେମିତି ପାଇବେ ଜାଣନ୍ତୁ

ପେଟିଏମରେ ଏବେ ପର୍ଯ୍ୟନ୍ତ ବି ଚାଲୁଛି ଭାଲେଣ୍ଟାଇନ୍ସ ଡେ କ୍ୟାସବ୍ୟାକ୍‌ ଅଫର । ଏହାର ଫାଇଦା ଉଠାଇ ଆପଣ କ୍ୟାସବ୍ୟାକ୍‌ ହାସଲ କରିପାରିବେ । କମ୍ପାନୀର ଏହି ଭାଲେଣ୍ଟାଇନ୍‌ ଡେ ଅଫର ୧୩ ଫେବୃୟାରୀରେ ଆରମ୍ଭ ହୋଇଥିଲା । ଏହି ଜବରଦସ୍ତ ଅଫରକୁ ନେଇ କୁହାଯାଉଛି ଯେ ୨୦ ଫେବୃୟାରୀ ପର୍ଯ୍ୟନ୍ତ…

UPI ପେମେଣ୍ଟ ଆପ୍‌ ରେ ଲାଗୁ ହେଲା ଟ୍ରାଞ୍ଜାକସନ ଲିମିଟ୍‌, ଏବେ ଦିନକୁ ମାତ୍ର ଏତିିକି ଟଙ୍କାର କରିପାରିବେ…

ୟୁପିଆଇ ଟ୍ରାଞ୍ଜାକସନକୁ ନେଇ ଆସିଲା ବଡ଼ ଅପଡେଟ। ଆଜିକାଲି ସମସ୍ତେ ଏହି ବ୍ୟବସ୍ଥାକୁ ଉପଯୋଗ କରୁଛନ୍ତି। କାରଣ କ୍ୟାସ ନେଇ ବୁଲିବା ଆଦୌ ସୁରକ୍ଷିତ ହୋଇନଥାଏ। ତେଣୁ ଏହି ଭୟକୁ ଦୂର କରିବା ପାଇଁ ୟୁପିଆଇ ବ୍ୟବସ୍ଥା ବାହାରିଛି। ତେବେ ୟୁପିଆଇ ବ୍ୟବସ୍ଥା ମଧ୍ୟରେ ଗୁଗଲ ପେ, ଫୋନ ପେ, ଆମାଜନ ପେ,…

ମାତ୍ର କେଇ ମିନିଟରେ Fastagର ହେବ ହୋମ ଡେଲିିଭରୀ, ଆପଣାନ୍ତୁ ପେଟିଏମର ଏହି ସହଜ ତରିକା

ଟୋଲ ପ୍ଲାଜା ନିକଟରେ ଲମ୍ବା ଲାଇନରୁ ତ୍ରାହି ପାଇବା ପାଇଁ ସରକାର Fastag ବ୍ୟବସ୍ଥାର ଆରମ୍ଭ କରିଥିଲେ । Fastag ହେଉଛି ଏମିତି ଏକ ବ୍ୟବସ୍ଥା ଯେଉଁଥିରେ କାହାରିକୁ ଗାଡି ଅଟକାଇବା ପରେ ନଗଦ ଟୋଲ ଫି ଦେବାକୁ ପଡିବ ନାହିଁ । ଏହି ପ୍ରକ୍ରିୟାରେ ଆପଣ ନିଜ ଗାଡି ନେଇ ଯାଇପାରିବେ ଆଉ ସେପଟେ…

ଧନତେରାସ୍‌ ଉପଲକ୍ଷେ Google pay ଓ Patymରେ ମିଳୁଛି ବଢ଼ିଆ ଗୋଲ୍ଡ ଅଫର, ଏପରି ସହଜରେ କିଣନ୍ତୁ ଡିଜିଟାଲ ଗୋଲ୍ଡ

ଆଗକୁ ଆସୁଛି ଧନତେରାସ୍‌। ସୁନା ପ୍ରେମୀ ମାନେ ଖାସ କରି ଏହି ସିଜିନକୁ ଅପେକ୍ଷା କରି ରହିଥାନ୍ତି। ଏବେ ପୁଣି ଥରେ ଗ୍ରାହକଙ୍କୁ ଖୁସି କରିବା ପାଇଁ ୟୁପିଆଇ ପେମେଣ୍ଟ ସିଷ୍ଟମ ତରଫରୁ ବଢ଼ିଆ ଅଫର୍ସ ରଖାଯାଇଛି। ପ୍ରାୟତଃ ଲୋକମାନେ ଧନତେରାସ୍‌ ଉପଲେକ୍ଷେ ସୁନା କିଣିବାକୁ ଚାହିଁଥାନ୍ତି। ଏହି…

ଏବେ ଆପଣ ଉଠାଇ ପାରିବେ ଲାଭ, କ୍ରେଡିଟ୍ କାର୍ଡରେ ବିଜୁଳି ବିଲ୍ ପେ କଲେ ମିଳିବ କ୍ୟାସବ୍ୟାକ୍: ଜାଣନ୍ତୁ ଷ୍ଟେପ୍

କେତେଗୁଡ଼ିଏ ଅନ୍ ଲାଇନ୍ ଆପ୍ ଯେମିତିକି ପେଟିଏମ୍, ଗୁଗଲ ପେ ଓ ଫୋନ୍ ପେ ଭଳି ଆପ୍ ରହିଛି, ଯାହା ମାଧ୍ୟମରେ କ୍ୟାସବ୍ୟାକ୍ ମିଳୁଛି। କିନ୍ତୁ ବର୍ତ୍ତମାନ ଆପଣ ନିଜ ଘରର ବିଜୁଳି ବିଲ୍ କ୍ରେଡିଟ କାର୍ଡ ଦ୍ଵାରା କରି କ୍ୟାସବ୍ୟାକ୍ ପାଇ ପାରିବେ। କିନ୍ତୁ ଏଥିପାଇଁ ଆପଣଙ୍କୁ ଏକ ଅପ୍ସନ୍…

PhonePe ପରେ ୟୁଜର୍ସଙ୍କୁ ବଡ଼ ଝଟ୍‌କା ଦେଲା Paytm: ଏଣିକି ମୋବାଇଲ ରିଚାର୍ଜ ପାଇଁ ଦେବାକୁ ହେବ ଚାର୍ଜ, ଜାଣନ୍ତୁ…

ବର୍ତ୍ତମାନ ଡିଜିଟାଲ୍ ୱାଲେଟ୍ ପେମେଣ୍ଟ ଲୋକମାନଙ୍କୁ ଅନେକ ସୁବିଧା ଯୋଗାଇଥାଏ। କିନ୍ତୁ ଏବେ ଡିଜିଟାଲ୍ ପେମେଣ୍ଟ କମ୍ପାନୀ ପେଟିଏମ୍ ବ୍ୟବହାରକାରୀଙ୍କୁ ଏକ ଝଟକା ଦେଇଛି। ଯଦି ଆପଣ ପେଟିଏମ୍‌ ମାଧ୍ୟମରେ କୌଣସି ମୋବାଇଲ୍‌ ରିଚାର୍ଜ କରୁଛନ୍ତି, ତା’ହେଲେ ଆପଣଙ୍କୁ ସର୍‌ଚାର୍ଜ ଦେବାକୁ ପଡ଼ିବ।…

ଘରକୁ ମାଗଣାରେ ଆଣନ୍ତୁ ଏଲପିଜି ସିଲିଣ୍ଡର, ପେଟିଏମରେ କରନ୍ତୁ ଏପରି ବୁକିଂ

Paytmରେ ମିଳୁଛି ଫ୍ରି ଏଲପିଜି ସିଲିଣ୍ଡର। ଶୁଣିକି ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ଏକଦମ ସତ। ହଁ ଦର୍ଶକବନ୍ଧୁ ଏବେ ପେଟିଏମ ତାର ୟୁଜର୍ସଙ୍କୁ ଖୁସି କରିବା ପାଇଁ ଏହି ଜବରଦସ୍ତ ପ୍ଳାନ ବାହର କରିଛି। ଯେଉଁଥିରେ ଘରୋଇ ଗ୍ୟାସ ସିଲିଣ୍ଡର ଏଲପିିଜି ଆପଣଙ୍କୁ ପୂରା ମାଗଣାରେ ମିଳିବ। ଏଥିପାଇଁ…