Browsing Tag

pcc president

ବରିଷ୍ଠ ମାନଙ୍କ ଅନୁଭବକୁ କାମରେ ଲଗାଇ ଦଳକୁ ଆଗକୁ ନେବ କଂଗ୍ରେସ, ଦିଲ୍ଲୀ ଗଲେ ପିସିସି ସଭାପତି

କେନ୍ୟୁଜ୍(ବ୍ୟୁରୋ): ଦିଲ୍ଲୀ ଗଲେ ପିସିସି ସଭାପତି ଶରତ ପଟ୍ଟନାୟକ । ସେଠାରେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ସାଙ୍ଗଠନିକ ବିଷୟରେ ଆଲୋଚନା କରିବେ । ଏଥର ସଂଗଠନରେ ଯୁବକ ମାନଙ୍କୁ ପ୍ରାଧାନ୍ୟ ଦିଆଯିବ । ଏହାସହ ବରିଷ୍ଠ ମାନଙ୍କ ଅନୁଭବକୁ କାମରେ ଲଗାଇ ଦଳକୁ ଆଗକୁ ନେବ କଂଗ୍ରେସ । ଦଳରେ କୌଣସି…

ଓଡ଼ିଶାରେ ଉଦୟ ହେବ କଂଗ୍ରେସ, ଚିନ୍ତନ ଶିବିରରୁ ଫେରିବା ପରେ ସୂଚନା ଦେଲେ ନିରଞ୍ଜନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ): ଚିନ୍ତନ ଶିବିରରେ ଯୋଗଦେଇ ଭୁବନେଶ୍ୱର ଫେରିଲେ ନିରଞ୍ଜନ ପଟ୍ଟନାୟକ।  ରାଜ୍ୟସ୍ଥାନର ଉଦୟପୁରରେ ୩ ଦିନ ଧରି ଚାଲିଥିବା ଚିନ୍ତନ ଶିବିରରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ମୁଖ୍ୟତଃ ସାଙ୍ଗଠନିକ,ରାଜନୈତିକ ପ୍ରସଙ୍ଗ,ଆର୍ଥିକ ବ୍ୟବସ୍ଥା, କୃଷି ଓ କୃଷକ, ବେରୋଜଗାରୀ…

କିଏ ଧରିବ ରାଜ୍ୟ କଂଗ୍ରେସର ମଙ୍ଗ, ଆଜି ଦିଲ୍ଲୀରେ ଦଳୀୟ ବିଧାୟକ ଓ ନେତାଙ୍କ ସହ ବୈଠକ କରିବେ ରାହୁଲ ଗାନ୍ଧୀ

ଭୁବନେଶ୍ବର (କେନ୍ୟୁଜ୍): ରାହୁଲ ଗାନ୍ଧୀଙ୍କ ସହ ବୈଠକ ଆଜି । ଓଡ଼ିଶା କଂଗ୍ରେସ ନେତା ଦିଲ୍ଲୀରେ ପହଞ୍ଚିଛନ୍ତି । ରାହୁଲ ଗାନ୍ଧୀଙ୍କ ଡାକରା ପରେ କଂଗ୍ରେସ ବିଧାୟକ, ପୂର୍ବତନ ପିସିସି ସଭାପତି ଓ ବରିଷ୍ଠ ନେତା ଦିଲ୍ଲୀରେ ପହଞ୍ଚିଛନ୍ତି । ରାହୁଲ ଓ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଭେଟିବେ କଂଗ୍ରେସ…

କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ; ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ପ୍ରଭାରୀ ଚେଲ୍ଲାକୁମାରଙ୍କ ୱାନ-ଟୁ-ୱାନ ଆଲୋଚନା

ଭୁବନେଶ୍ବର (କେନ୍ୟୁଜ୍‌): ଖୁବଶୀଘ୍ର ଘୋଷଣା ହୋଇପାରେ ନୂଆ ପିସିସି ସଭାପତିଙ୍କ ନାଁ । ବିଧାୟକମାନଙ୍କ ସହ ଓ୍ଵାନ ଟୁ ଓ୍ଵାନ୍‌ ଆଲୋଚନା କରୁଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର । କିଏ ସଭାପତି ହେଲେ ଭଲ ହେବ, ସେ ନେଇ ପ୍ରଭାରୀ ନାଁ ପଚାରୁଛନ୍ତି । ବିଧାୟକମାନେ ନିଜ ପସନ୍ଦର…

ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟ କଂଗ୍ରେସକୁ ମିଳିପାରନ୍ତି ନୂଆ ମୁଖିଆ, ଚର୍ଚ୍ଚାରେ ଅଛନ୍ତି ଏହି ନେତା

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟ କଂଗ୍ରେସର କିଏ ଧରିବେ ମଙ୍ଗ? ଏବେଠାରୁ ଦିଲ୍ଲୀ ଦରବାରରେ ଜୋରଦାର ଲବି । ପିସିସି ସଭାପତି ରେସ୍‌ରେ ଅଛନ୍ତି ଅନେକ ନେତା । ସେମାନଙ୍କ ମଧ୍ୟରୁ ବିଧାୟକ ମହମ୍ମଦ ମୋକିମ୍‌, ପୂର୍ବତନ ସଭାପତି ଶରତ ପଟ୍ଟନାୟକ ଓ ବରିଷ୍ଠ ନେତା ଭକ୍ତ ଚରଣ ଦାସଙ୍କ ନାଁକୁ ନେଇ ଜୋରଦାର…

ବଦଳିପାରନ୍ତି ପିସିସି ସଭାପତି! AICC ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା

ଭୁବନେଶ୍ଵର (କେନ୍ୟୁଜ) : ବଦଳିପାରନ୍ତି ପିସିସି ସଭାପତି । ପରବର୍ତ୍ତୀ ସଭାପତି ମନୋନୟନ ଲାଗି AICC ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହେବ । ପିସିସି ସଭାପତି ପଦରେ ନିରଞ୍ଜନ ପଟ୍ଟନାୟକଙ୍କ ସ୍ଥାନରେ ନୂତନ ସଭାପତି ନିଯୁକ୍ତି ପାଇଁ ହାଇକମାଣ୍ଡ ସ୍ଥିର କରିଥିବା ସୂଚନା ମିଳିଛି । ନୂତନ ନିଯୁକ୍ତି…

ପୁଣି ବାହାରିଲା କଂଗ୍ରେସର ପୁରୁଣା ରୋଗ: ପିସିସି ସଭାପତି ହଟାଇବାକୁ ବିଧାୟକଙ୍କ ମେଳି

ଭୁବନେଶ୍ବର(କେନ୍ଯୁଜ୍): ପୁଣି ବାହାରିଲା କଂଗ୍ରେସର ପୁରୁଣା ରୋଗ। ପିସିସି ସଭାପତି ହଟାଇବାକୁ ବିଧାୟକଙ୍କ ମେଳି। କଂଗ୍ରେସ ବିଧାୟକମାନେ ଏନେଇ ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଛନ୍ତି। ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବାକୁ ଦାବି କରିଛନ୍ତି। ଦଳକୁ ସୁଦୃଢ କରିବାକୁ ଏକ…

ଇସ୍ତଫା ଚର୍ଚ୍ଚା ନେଇ ମୁହଁ ଖୋଲିଲେ ପିସିସି ସଭାପତି ନିରଂଜନଙ୍କ ପଟ୍ଟନାୟକ, କହିଲେ ‘ସଭାପତି ପଦ ଚିରସ୍ଥାୟୀ…

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଦିନକୁ ଦିନ କଂଗ୍ରେସର ସ୍ଥିତି ଦୁର୍ବଳ ହେବାରେ ଲାଗିଛି। ବିଭିନ୍ନ ନିର୍ବାଚନରେ କଂଗ୍ରେସ ଯେଉଁଭଳି ପରାଜୟର ସାମ୍ନା କରୁଛି, ତାହାକୁ ଆଦୌ ସହଜରେ ଗ୍ରହଣ କରି ପାରୁ ନାହାନ୍ତି କଂଗ୍ରେସ କର୍ମକର୍ତ୍ତାମାନେ। ଯାହାଫଳରେ ପିସିସି ସଭାପତି ନିରଂଜନଙ୍କ ପଟ୍ଟନାୟକ…

ହସପିଟାଲରେ ଭର୍ତ୍ତି ହେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସ୍ବାସ୍ଥ୍ଯବସ୍ଥା ସ୍ଥିର

ଭୁବନେଶ୍ବର : ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଦିଲ୍ଲୀସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁବାର ସକାଳେ ଭୁବନେଶ୍ବର ସ୍ଥିତ କଂଗ୍ରେସ ଭବନରେ ଦିବଂଗତ ନେତା ଅଜିତ ମଙ୍ଗରାଜଙ୍କ ଶୋକସଭାରେ ଯୋଗ ଦେବା ପରେ ଶ୍ରୀ ପଟ୍ଟନାୟକ ଅସୁସ୍ଥତା ଅନୁଭବ କରିଥିଲେ।…

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ସୁର ରାଉତରାୟଙ୍କ ଠାରୁ ଫାଇନ କାଟିଲା କମିଶନରେଟ ପୋଲିସ, କରିଥିଲେ ଏହି ଭୁଲ୍

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ କମିଶନରେଟ ପୋଲିସର  ଫାଇନ। କରୋନା  କଟକଣା  ବେଳେ ସାମାଜିକ ଦୂରତା କଟକଣା ଉଲ୍ଲଘଂନ କରି ବିକ୍ଷୋଭ କରିଥିବାରୁ ତାଙ୍କୁ ୫୦୦ ଟଙ୍କା   ଫାଇନ ପଡିଛି। କରୋନାର ପରିଚାଳନା ଗତ ବିଫଳତାକୁ ନେଇ କଂଗ୍ରେସ ସମେତ ରାଜ୍ୟର ବିଭିନ୍ନ ବିରୋଧୀ ଦଳ ନେତା…

COVID-19 ପାଇଁ ଓଡିଶା ପ୍ରଦେଶ କଂଗ୍ରେସ ଖୋଲିଲା କଣ୍ଟ୍ରୋଲ ରୁମ, ଲକଡାଉନ ସମୟରେ କେହି ଅସୁବିଧାରେ ପଡିଲେ ରାଜ୍ୟ…

ଭୁବନେଶ୍ୱର(କେନ୍ୟୁଜ): ବର୍ତ୍ତମାନ ଦେଶରେ କୋରୋନା ଭାଇରସ( COVID-19) ଏକ ସାଙ୍ଘାତିକ ମହାମାରୀ ଆକାରରେ ଦେଖାଦେଇଛି। ତେଣୁ ଏ ମହାମାରୀକୁ ପ୍ରତିହତ କରିବା ପାଇଁ ଅଖିଳ ଭାରତ କଂଗ୍ରେସ କମିଟି (ଏଆଈସିସି) ର ନିର୍ଦ୍ଦେଶ କ୍ରମେ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏକ…

ପୁଣି ରାଜ୍ୟ କଂଗ୍ରେସରେ ଜୋର ଧରିଲା ନିରଞ୍ଜନ ହଟାଓ ଅଭିଯାନ, ୧୩ଜଣ ନେତା ଗଲେ ଦିଲ୍ଲୀ

ଭୁବନେଶ୍ବର(କେନ୍ୟୁଜ୍):   ପୁଣି ରାଜ୍ୟ କଂଗ୍ରେସରେ ଜୋର ଧରିଲା ନିରଞ୍ଜନ ହଟାଓ ଅଭିଯାନ । ହାଇକମାଣ୍ଡଙ୍କୁ ଫେରାଦ ହେବା ପାଇଁ ଦିଲ୍ଲୀ ଗଲେ ବିରୋଧୀ ଗୋଷ୍ଠୀର ନେତା । ପ୍ରଥମ ପର୍ଯ୍ୟାୟରେ ୧୩ଜଣ ନେତା ଦିଲ୍ଲୀ ଯାଇଛନ୍ତି । ପିସିସି ସଭାପତି ପଦରୁ ନିରଞ୍ଜନଙ୍କୁ ହଟାଇବା ପାଇଁ ସେମାନେ…