Browsing Tag

pcc

ପୁଣି ପିସିସି ଅଦଳବଦଳ ନେଇ ଚର୍ଚ୍ଚା ଜୋର, ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ଡକରା ପାଇ ଦିଲ୍ଲୀ ଯାଇଥିବା ମିଳିଲା…

କଟକ(କେନ୍ୟୁଜ୍): ପୁଣି ପିସିସି ଅଦଳବଦଳ ନେଇ ଚର୍ଚ୍ଚା ଜୋର । ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ଡକରା ପାଇ ଦିଲ୍ଲୀ ଯାଇଥିବା ସୂଚନା ମିଳିଛି । ଦିଲ୍ଲୀରେ ମହମ୍ମଦ ମୋକିମ ବରିଷ୍ଠ କଂଗ୍ରେସ ନେତା ଭେନୁଗୋପାଲଙ୍କୁ ଭେଟିଛନ୍ତି । ହେଲେ ନିର୍ଦ୍ଦିଷ୍ଟ ଭାବେ ସେ କେଉଁ ପ୍ରସଙ୍ଗରେ ଆଲୋଚନା…

ଦୀପାବଳି ପରେ ଗଠନ ହେବ PCC କମିଟି: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର(କେନ୍ଯୁଜ୍) : ଦୀପାବଳି ପରେ ଗଠନ ହେବ PCC କମିଟି। ଏନେଇ ସୂଚନା ଦେଇଛନ୍ତି  PCC ସଭାପତି ନିରଞ୍ଜନ ପଟ୍ଟନାୟକ। ଏଥର ଛୋଟ କମିଟି ଗଠନ କରାଯିବ। ୩୩ଟି ସାଙ୍ଗଠନିକ ଜିଲ୍ଲାକୁ ପର୍ଯ୍ୟବେକ୍ଷକ ପଠାଯାଇଛି। ସେମାନେ ରିପୋର୍ଟ ଦେବା ପରେ AICCକୁ ପଠାଯିବ। ଏହାପରେ ଜିଲ୍ଲା ବ୍ଲକ୍‌…

ସାଙ୍ଗଠନିକ ସ୍ଥିତି ସୁଦୃଢ କରିବ କଂଗ୍ରେସ, ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ ଓଡିଶାରେ ସଭ୍ୟ ସଂଗ୍ରହ ଅଭିଯାନ

ଭୁବନେଶ୍ବର(କେନ୍ୟୁଜ୍): ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ ରାଜ୍ୟ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ । ଏଥିସହ ଅକ୍ଟୋବର ୨ରୁ ନଭେମ୍ବର ୧୪ ତାରିଖ ଯାଏ ବ୍ଲକ ସ୍ତରରେ ପାଳନ ଗାନ୍ଧୀ ଜୟନ୍ତୀ । ସେହିପରି ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଦଳର ଏକ…

ଓଡ଼ିଶାରେ ହୋଇପାରେ PCC ପରିବର୍ତ୍ତନ

ଭୁବନେଶ୍ବର(କେନ୍ୟୁଜ୍): ଓଡ଼ିଶାରେ ହୋଇପାରେ PCC ପରିବର୍ତ୍ତନ । ଏକ ସାମ୍ବାଦିକ ସମ୍ମିଳନୀରେ ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇ କହିଛନ୍ତି, ସଭାପତି ପଦରୁ ଇସ୍ତଫା ଦେଇସାରିଛି । ଏ ସମ୍ପର୍କରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଥିବା କହିଛନ୍ତି।…

କଂଗ୍ରେସକୁ ଏକଜୁଟ କରିବାକୁ ଉଦ୍ୟମ କରୁଛନ୍ତି ପିସିସି ସଭାପତି

ବାଲେଶ୍ୱର : ଗୋଷ୍ଠୀ କନ୍ଦଳ ପାଇଁ ବେଶ୍‌ ଚର୍ଚ୍ଚାରେ ରହିଆସୁଥିବା ରାଜ୍ୟ କଂଗ୍ରେସ ଏବେ ଏକଜୁଟ ହୋଇଛି। ଦଳୀୟ କନ୍ଦଳକୁ ଭୁଲି ଦଳକୁ କିପରି ମଜବୁତ କରିହେବ, ସେଥି ପାଇଁ ବାଲେଶ୍ୱରରୁ ଦଳ ଜନଜାଗରଣ ଯାତ୍ରା ଆରମ୍ଭ କରିଛି। ଦଳର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, ଭକ୍ତ ଦାସ ଓ ଚିରଂଜୀବୀ…

ସୋମବାର ଠୁ ଆରମ୍ଭ ଓଡ଼ିଶା ପିସିସି ପକ୍ଷରୁ ଟିକେଟ ବିତରଣ ପ୍ରକ୍ରିୟା 

ଭୁବନେଶ୍ବର (କେନ୍ୟୁଜ୍) : ସୋମବାର ଠାରୁ ରାଜ୍ୟ ପିସିସି ପକ୍ଷରୁ ଆରମ୍ଭ ହେବ ଟିକେଟ ବିତରଣ ପ୍ରକ୍ରିୟା। ଦିଲ୍ଲୀରେ ଅନୁଷ୍ଠିତ ଏଆଇସିସି କାର୍ୟ୍ୟକାରୀ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଓଡିଶାରୁ ପିସିସି ସଭାପତି, ବିରୋଧୀ ଦଳ ନେତା ଓ ରାଜ୍ୟ କଂଗ୍ରେସ ପ୍ରଭାରୀ…