ରକ୍ତ ଅଭାବ ଠାରୁ ଆରମ୍ଭ କରି କୋଷ୍ଠକାଠିନ୍ୟ ସମସ୍ୟା ଦୂର କରେ ଚିନାବାଦାମ, ଜାଣନ୍ତୁ ଏହାକୁ ଖାଇବାର ଆଉକିଛି ଫାଇଦା
ଚିନାବାଦାମ ଖାଇବାକୁ ବହୁତ ସ୍ୱାଦିଷ୍ଟ ଲାଗିଥାଏ।ଏହାକୁ ଅନେକ ଲୋକ ବାଦାମ ମଧ୍ୟ କହିଥାନ୍ତି। ଏହାର ଅନେକ ଫାଇଦା ମଧ୍ୟ ରହିଥାଏ। ଚିନାବାଦରେ ପ୍ରୋଟିନର ପ୍ରଚୁର ମାତ୍ରା ରହିଥାଏ। ବାଦାମରେ ପର୍ଯ୍ୟାପ୍ତ ମାତ୍ରାରେ ଆଇରନ, କ୍ୟାଲସିୟମ ଏବଂ ଜିଙ୍କ ମିଳିଥାଏ। ଏହା ଖାଇବା ଦ୍ୱାରା ଶରୀରକୁ ଶକ୍ତି…