Browsing Tag

peanuts

କାଚ ଭଳି ଚମକିବ ତ୍ୱଚା, ଯଦି କରିବେ ବାଦାମର ଏପରି ବ୍ୟବହାର

ପୋଷକ ତତ୍ତ୍ୱରେ ଭରପୂର ବାଦାମ୍‌ । ତ୍ୱଚାକୁ ପୋଷଣ ଯୋଗାଇବାରେ ଏଥିରେ ବହୁତ ଭଲ ସୋର୍ସ ରହିଛି । ଏଥିରେ ପ୍ରୋଟୀନର ମାତ୍ରା ବହୁତ ଅଧିକ ରହିଥାଏ । ଏଥିରେ ଅନେକ ସ୍ୱାସ୍ଥ୍ୟଗତ ଲାଭ ଥିବାରୁ ଏହାକୁ ଏକ ବହୁତ ଭଲ ଫୁଡ୍‌ ବୋଲି ମାନନ୍ତି ଲୋକେ । ତେବେ ଚେହେରାକୁ ଚମକାଇବା ମହିଳାଙ୍କ ପାଇଁ…

ଏସବୁ ବ୍ୟକ୍ତି ଭୁଲ୍‌ରେ ବି ଖାଆନ୍ତୁନି ବାଦାମ, ଚାଲିଯାଇପାରେ ଜୀବନ

ଶୀତଦିନେ ବଜାରରେ ବାଦାମର ପସରା ଦେଖିବାକୁ ମିଳେ। ବାଦାମ ଶରୀର ପାଇଁ ଖୁବ୍‌ ଭଲ ହୋଇଥିବାରୁ ପିଲାଠୁ ବୁଢ଼ା ଯାଏଁ ସମସ୍ତେ ଏହାକୁ ପସନ୍ଦ କରିଥାନ୍ତି। ଏଥିରେ ଅନେକ ପୋଷକ ତତ୍ତ୍ୱ ରହିଛି। ପୋଟାସିୟମ୍‌, ଆଇରନ୍‌, ଜିଙ୍କ ଓ ଭିଟାମିନ୍‌-ଇ ଗୁଣରେ ଭରପୂର ବାଦାମ ଶରୀରକୁ ଭିତରୁ ଉଷ୍ଣ ରଖେ।…

ତ୍ୱଚାପାଇଁ ବରଦାନ ଚିନାବାଦାମ, ଜାଣନ୍ତୁ ଦୂର ହୁଏ କେଉଁ କେଉଁ ସମସ୍ୟା ?

ଚିନାବାଦାମରେ ପ୍ରୋଟିନ୍, ମ୍ୟାଗ୍ନେସିୟମ, ଫାଇବର୍, ଓମେଗା-୩, ଓମେଗା-୬ ଫ୍ୟାଟି ଏସିଡ୍, ଭିଟାମିନ୍-ଇ, ପୋଟାସିୟମ୍, ଜିଙ୍କ୍, କ୍ୟାଲସିୟମ ଇତ୍ୟାଦି ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଛି । ଯାହା ଦ୍ୱାରା ଶରୀରକୁ ସୁସ୍ଥ ରଖିବା ସହ ସୌନ୍ଦର୍ଯ୍ୟ ବଢାଇବା ପାଇଁ ବେଶ୍ ଉପଯୋଗୀ । ତେବେ…

ଥଣ୍ଡା ଦିନେ କାହିଁକି ଅଧିକ ଖାଇଥାନ୍ତି ବାଦାମ, ଜାଣନ୍ତୁ କ’ଣ ରହିଛି ଏହା ପଛରେ ଲାଭ

ବାଦାମକୁ ଫାଇବର ଏବଂ ପ୍ରୋଟିନର ଗନ୍ତାଘର ବା ପାଓ୍ଵାରହାଉସ୍‌ କୁହାଯାଇଥାଏ। ଆଜ୍ଞା ହଁ ବାଦାମ ତ ପ୍ରତ୍ୟେକ ସିଜନ୍‌ ରେ ମିଳିଥାଏ । କିନ୍ତୁ ଆପଣ କେବେ ଲକ୍ଷ୍ୟ କରିଛନ୍ତି କି ଏହାକୁ ଥଣ୍ଡା ଦିନେ କାହିଁକି ଅଧିକ ସେବନ କରାଯାଇଥାଏ। ଜାଣି ନାହାଁନ୍ତି ନା ! ତେବେ ଆସନ୍ତୁ ଜାଣିବା ବାଦାମରେ କି…

୧୦୦ଟି ଅଣ୍ଡା ତୁଳନାରେ ଅଧିକ ଶକ୍ତି ଯୋଗାଏ ଏହି ଜିନିଷ, ପ୍ରତିଦିନ ସେବନ କରି ବନାନ୍ତୁ ପହିଲମାନ୍‌ ଭଳି ବଡି

ବାଦାମ୍‌ ଲହୁଣୀ ଏକ ଖାଦ୍ୟ ପେଷ୍ଟ। ଏହା ମାଟିତଳେ ଫଳୁଥିବା ଚିନାବାଦାମରୁ ପ୍ରସ୍ତୁତ ହୋଇଥାଏ। ଏଥିରେ ଅତିରିକ୍ତ ତତ୍ତ୍ୱ ରହିଥାଏ, ଯାହାକି ସ୍ୱାଦକୁ ଆଶିଂକ ପରିବର୍ତ୍ତନ କରିଥାଏ। ଲୁଣିଆ ଏବଂ ମିଠା ଲାଗୁଥିବା ବାଦାମ୍‌ ଲହୁଣୀ ଅନେକ ଦେଶରେ ଲୋକପ୍ରିୟ ଅଟେ। ଏହାକୁ ଇଂଲିଶରେ ‘ପିନଟ୍‌ ବଟର’…

ବାଦାମ ସ୍ବାସ୍ଥ୍ୟ ପାଇଁ ଉପକାରୀ, ହେଲେ କେଉଁ ମାନଙ୍କ ପାଇଁ ଏହା କ୍ଷତିକାରକ ଜାଣନ୍ତୁ

ଆପଣ ବାଦାମ ଖାଇବାର ଅନେକ ଉପକାରିତା ବିଷୟରେ ଶୁଣିଛନ୍ତି। ସ୍ମରଣ ଶକ୍ତି ବୃଦ୍ଧି କରିବା ପାଇଁ ପ୍ରତିଦିନ ବାଦାମ ଖାଇବାକୁ କୁହାଯାଇଥାଏ। ଏହାକୁ ଅନେକ ବ୍ୟକ୍ତି ସୁସ୍ଥ ରହିବା ପାଇଁ ଖାଇ ଥାଆନ୍ତି। ଆମେ ଏହାକୁ ଟାଇମପାସ୍ ବୋଲି ମଧ୍ୟ କହିଥାଉ। ବାଦାମରେ ପ୍ରୋଟିନ, ଭିଟାମିନ ଓ ମିନେରାଲ୍ସ…