Browsing Tag

peda

ବିହାର: ପାଞ୍ଚ ମିଠା ଦୋକାନରୁ ନଗଦ ଟଙ୍କା ସହ ୨ କ୍ୱିଣ୍ଟାଲ୍‌ ଖୁଆପେଡ଼ା ଚୋରି, ତଦନ୍ତ କରୁଛି ପୋଲିସ

ବିହାରର ଜମୁଇରେ ଏକ ଅଦ୍ଭୁତ ଧରଣର ଚୋରି ଘଟଣା ଘଟିଛି। ଏଠାରେ ଚୋରମାନେ ୨ କ୍ୱିଣ୍ଟାଲ ଖୁଆ ପେଡ଼ା ଚୋରି କରି ନେଇଛନ୍ତି। ଏହି ଘଟଣା ଗତ ମଙ୍ଗଳବାର ରାତିରେ ଘଟିଛି। ଜିଲ୍ଲାର ଖେରା ଥାନା ଅଧୀନ ଧନଭେରିଆ ଚୌକ୍‌ରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରକୃତରେ,…

କୃଷ୍ଣ ଜନ୍ମାଷ୍ଟମୀରେ ଘରେ ପ୍ରସ୍ତୁତ କରନ୍ତୁ ମଥୁରା ପ୍ରସିଦ୍ଧ ପେଡା; ଜାଣନ୍ତୁ ପ୍ରସ୍ତୁତ ପ୍ରଣାଳୀ

ଆଜି ସାରା ଦେଶରେ ପାଳିତ ହେଉଛି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ବ। ଏହି ଅବସରରେ ଘରେ ଘରେ ଉତ୍ସବର ମାହୋଲ। ଏହି ଦିନ ଶ୍ରଦ୍ଧାଳୁମାନେ ଶ୍ରୀକୃଷ୍ଣଙ୍କ ପସନ୍ଦର ଜିନିଷ ପ୍ରସ୍ତୁତ କରି ଭଗବାନଙ୍କୁ ପ୍ରସାଦ ରୂପେ ଅର୍ପଣ କରି ଥାଆନ୍ତି। ଆପଣ ମଧ୍ୟ ଆଜିର ଏହି ସୁଯୋଗକୁ ହାତଛଡ଼ା ନ କରି ଜନ୍ମାଷ୍ଟମୀରେ…

ବିହାରୀ ଜୀଙ୍କ ଏହି ମନ୍ଦିରରେ ଲାଗି ହୋଇଥାଏ ମାଟିର ପେଡା ଭୋଗ, ଏଠାରେ ମାଆ ଯଶୋଦା କରିଥିଲେ ବ୍ରାହ୍ମଣ୍ଡ ଦର୍ଶନ

ଏ ପର୍ଯ୍ୟନ୍ତ ଆପଣ ପ୍ରସାଦ ରୂପେ ଭଗବାନଙ୍କ ନିକଟରେ ଅନେକ ପ୍ରକାରର ମିଠା ଭୋଗ ଅର୍ପଣ କରାଯାଉଥିବାର ଦେଖିଥିବେ। କିନ୍ତୁ କ’ଣ ଆପଣ ମାଟିର ପେଡା ଭୋଗ ଲାଗୁଥିବାର କେବେ ଦେଖିଛନ୍ତି କି? ଯଦି ନାଁ, ତା’ହେଲେ ଆଜି ଆମେ ଆପଣଙ୍କୁ ଏହି ନିଆରା ଭୋଗ ବିଷୟରେ କହିବୁ। ମଥୁରାରେ ଏକ ଏମିତି ମନ୍ଦିର…