Browsing Tag

pedestrians

ଟାଙ୍ଗୀ: ଭୁବନେଶ୍ୱରରୁ ପାଦରେ ଚାଲି ଚାଲି ଗାଁକୁ ଯାଉଥିଲେ ଶ୍ରମିକ, ସହାୟତାର ହାତ ବଢାଇଲେ ସ୍ବେଚ୍ଛାସେବୀ ଅନୁଷ୍ଠାନ

ଟାଙ୍ଗୀ(କେନ୍ୟୁଜ୍):  କରୋନା କଟକଣା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ । ରାଜ୍ୟରେ ଲକ୍‌ ଡାଉନ୍‌ ଯୋଗୁଁ ଦୋକାନ ବଜାର, ହୋଟେଲ ସବୁ ବନ୍ଦ । ଫଳରେ ଦିନ ମଜୁରିଆ ଖାଇବାକୁ ନପାଇ ବହୁ ହଇରାଣ ହେଉଛନ୍ତି । ଏଭଳି ସ୍ଥିତିରେ ଭୁବନେଶ୍ୱରରୁ ପାଦରେ ଚାଲି ଚାଲି ଗାଁକୁ ଯାଉଥିବା ଗଞ୍ଜାମ ଜିଲ୍ଲା…