Browsing Tag

pegasus spyware

ପେଗାସସ୍‌ ବିବାଦର ସତ ଖୋଜିବ ସୁପ୍ରିମକୋର୍ଟ ୩ ଜଣିଆ ବିଶେଷଜ୍ଞ କମିଟି, ୮ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବେ

କେନ୍ୟୁଜ୍(ବ୍ୟୁରୋ): ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ପେଗାସସ୍‌ ବିବାଦର ସତ ଖୋଜିବ ବିଶେଷଜ୍ଞ କମିଟି। ୩ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ। ସତ୍ୟର ଅନୁସନ୍ଧାନ କରିବ ବିଶେଷଜ୍ଞ କମିଟି। ସୁପ୍ରିମକୋର୍ଟ କହିଛନ୍ତି, ଗୋପନୀୟତା ଅଧିକାରର ଉଲ୍ଲଂଘନ ହୋଇଛି କି ନାହିଁ…

ପେଗାସସ୍‌ର ଶିକାର ହୋଇନାହିଁ ତ ଆପଣଙ୍କ ମୋବାଇଲ? ଏହି ଉପାୟରେ ଜାଣନ୍ତୁ

ଏବେ ପୁଣିଥରେ ଚର୍ଚ୍ଚାକୁ ଫେରିଛି ପେଗାସସ୍‌ ସ୍ପାଇ ୱେୟର। ଏହାକୁ ନେଇ ଲୋକମାନେ ମଧ୍ୟ ଚିନ୍ତିତ ଅଛନ୍ତି। କିଛି ଲୋକ ଏହାର ଶିକାର ହୋଇଛନ୍ତି କି ନାହିଁ ତାହା ମଧ୍ୟ ଜାଣିବାକୁ ଚାହୁଁଛନ୍ତି। ତେବେ ଏଥିପାଇଁ ଏକ ଉପାୟ ବାହାରିଛି। Amnesty International ଏକ ଟୁଲ ଜାରି କରିଛନ୍ତି, ଯାହା…

୧ ହଜାର ସାମ୍ବାଦିକଙ୍କ ଫୋନ ଏବେ ପେଗାସସ ଅକ୍ତିଆରରେ !

କିଛି ଦିନ ହେବ ପେଗାସସ ଶବ୍ଦକୁ ନେଇ ଚର୍ଚ୍ଚା ଜୋର ଧରିଛି । ପେଗାସସ ଏତେ ଶକ୍ତିଶାଳୀ ଯେ ଆଇଫୋନ ଓ ଆଣ୍ଡ୍ରଏଡ ପରି ଅପରେଟିଙ୍ଗ ସିଷ୍ଟମ ଉପରେ କବ୍ଜା କରିବାର କ୍ଷମତା ତା ପାଖରେ ଅଛି । ସଫ୍ଟ ୱେୟାର ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପେଗାସସ ସ୍ପାଇୱେୟାର ପ୍ରଭାବରେ ୟୁଜର ମାନଙ୍କ ଫୋନର…

କମ୍ପ୍ୟୁଟର ସହ ଏବେ ଫୋନର ସମସ୍ତ ଡାଟା ହେବ ଚୋରୀ, ସତର୍କ ବାଣୀ ହେଲା ଜାରୀ

ପେଗାସସ୍‌ ପାଇଁ ଏବେ ପୁଣି ସାଇବର କ୍ରାଇମକୁ ନେଇ ବଢ଼ିଛି ଚିନ୍ତା । କମ୍ପ୍ୟୁଟର ଭଳି ମୋବାଇଲ ଫୋନକୁ ଖୁବ ସହଜରେ Malware attackରେ ଶିକାର କରିହେବ। ଆଇଟି ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ଏଥିରୁ ସୁରକ୍ଷିତ ରହିବା ପାଇଁ ହେଲେ ନିଜେ ସତର୍କ ରୁହନ୍ତୁ। ଫୋନ ବ୍ୟବହାର କରୁଥିବା ବେଳେ ଏହାକୁ…

ଆପଣଙ୍କ ଫୋନକୁ ହ୍ୟାକ୍‌ କରିପାରେ ପେଗାସସ୍‌ ସ୍ପାଏେଓ୍ଵୟର : ଜାଣନ୍ତୁ କିପରି ରହିବେ ସୁରକ୍ଷିତ

ନୂଆଦିଲ୍ଳୀ : ଇଜ୍ରାଏଲ୍‌ର ଏକ ଫାର୍ମ ଦ୍ୱାରା ନିର୍ମିତ ପେଗାସସ୍‌ ସ୍ପାଏେଓ୍ଵୟର ପୁଣି ଥରେ ଚର୍ଚ୍ଚାରେ । ୨୦୧୯ ରେ ଭାରତରେ ପେଗାସସ୍‌ ସ୍ପାଏେଓ୍ଵୟର ସମ୍ପର୍କରେ ଶୁଣିବାକୁ ମିଳିଥିଲା । ସେତେବେଳେ କିଛି ହ୍ଵାଟ୍ସଆପ୍‌ ୟୁଜର୍ସଙ୍କୁ ମେସେଜ ମିଳିଥିଲା ଯେ ତାଙ୍କର ଫୋନକୁ ହ୍ୟାକ୍‌ କରାଯାଇଛି…