ଇଣ୍ଟରନେଟରେ ଭାଇରାଲ ହେଉଛି ଭୂତ ଭିଡିଓ, ରେଷ୍ଟୁରାଣ୍ଟରେ ମହିଳାଙ୍କ ହାତରେ ଆପେ ଆପେ ଚାଲିବାକୁ ଲାଗିଲା ପେନ୍
ଗୋଟିଏ ପ୍ରଶ୍ନ ଯାହା ସମସ୍ତଙ୍କ ମନରେ ଥାଏ ତାହା ହେଉଛି କଣ ସତରେ ‘ଭୂତ’ ଥାନ୍ତ। ଭୂତ ପ୍ରେତକୁ ନେଇ ଅଲଗା ଅଲଗା ଦାବି ମଧ୍ୟ କରାଯାଉଥିବାବେଳେ ଏହାକୁ ନେଇ କିଏ ବିଶ୍ୱାସ କରୁଥିବାବେଳେ ଆଉ କେତେ ଜଣ ଏହାକୁ ବିଶ୍ୱାସ କରୁନାହାଁନ୍ତି। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଏମିିତି ଭିଡିଓ ଭାଇରାଲ…