Browsing Tag

pension

ଦିବ୍ୟାଙ୍ଗଙ୍କୁ ବର୍ଦ୍ଧିତ ମାସିକ ଭତ୍ତା ୩୫୦୦ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, କେନ୍ଦୁଝରରେ ସାମାଜିକ ସୁରକ୍ଷା…

କେନ୍ଦୁଝର: କେନ୍ଦୁଝରରେ ବର୍ଦ୍ଧିତ ସାମାଜିକ ସୁରକ୍ଷା ପେନସନ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦୁଝର ଧରଣୀଧର ବିଶ୍ଵବିଦ୍ୟାଳୟ ପଡ଼ିଆରେ ଯୋଜନାର ଶୁଭାରମ୍ଭ କରିଛନ୍ତି । ୮୦ ବର୍ଷରୁ ଊର୍ଦ୍ଧ୍ବ ହିତାଧିକାରୀ ଓ ଦିବ୍ୟାଙ୍ଗଙ୍କୁ ମାସିକ ୩୫୦୦ ଟଙ୍କା ଲେଖାଏ ମିଳିବ…

ସରକାରୀ କର୍ମଚାରୀଙ୍କ ଅବସର ଦିନ ପୂର୍ଣ୍ଣାଙ୍ଗ ପେନସନ୍ ସୁନିଶ୍ଚିତ ହେବ: ସମସ୍ତ ବିଭାଗ ମୁଖ୍ୟଙ୍କୁ ମୁଖ୍ୟ ସଚିବଙ୍କ…

ସରକାରୀ କର୍ମଚାରୀଙ୍କୁ ଅବସର ଦିନ ପୂର୍ଣ୍ଣାଙ୍ଗ ପେନସନ ସୁନିଶ୍ଚିତ ହେବ । ଏନେଇ ସବୁ ବିଭାଗକୁ ଚିଠି ଲେଖି ମୁଖ୍ୟ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି । ପେନସନ ମଞ୍ଜୁର କରୁଥିବା ଅଧିକାରୀଙ୍କୁ ମଧ୍ୟ ଅବଗତ କରାଯାଇଛି । ସରକାରୀ କର୍ମଚାରୀଙ୍କୁ ଅବସର ଗ୍ରହଣ ଦିବସରେ ପୂର୍ଣ୍ଣାଙ୍ଗ…

୪୫ ରୁ ୬୦ ବର୍ଷର ଲୋକଙ୍କ ପାଇଁ ମାସିକ ପେନସନ ଘୋଷଣା କଲେ ସରକାର, ଜାଣନ୍ତୁ କେଉଁ ମାନେ ହେବେ ଉପକୃତ

ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ୪୫ ରୁ ୬୦ ବର୍ଷ ବୟସର ଲୋକଙ୍କୁ ଏକ ଖୁସି ଖବର ଦେଇଛନ୍ତି। ସେ କହିଛନ୍ତି ଯେ, ୪୫ ରୁ ୬୦ ବର୍ଷ ବୟସର ଅବିବାହିତ ଲୋକଙ୍କୁ ବର୍ତ୍ତମାନ ମାସିକ ୨୭୫୦ ଟଙ୍କା ପେନସନ ଦିଆଯିବ। ତଥାପି, ଏହି ସୁବିଧା ପାଇବା ପାଇଁ ଏକ ସର୍ତ୍ତ ଅଛି। ସର୍ତ୍ତ ହେଉଛି ଯେ,…

ସରଳ ହେଲା ପେନସନ୍ ବ୍ୟବସ୍ଥା, ଏଣିକି ସରକାରୀ କର୍ମଚାରୀ ଅବସରର କିଛି ଦିନ ଭିତରେ ପାଇବେ ପେନସନ୍

ଆହୁରି ସରଳ ହେଲା ପେନସନ୍ ବ୍ୟବସ୍ଥା । ଏଣିକି ସରକାରୀ କର୍ମଚାରୀ ଅବସରର କିଛି ଦିନ ଭିତରେ ପାଇପାରିବେ ପେନସନ୍ । ସବୁ ବିଭାଗରୁ ନୋ ଡିମାଣ୍ଡ ପ୍ରମାଣପତ୍ର ବା ଏନଡିସି ଆଣିବା ଜରୁରୀ ନୁହେଁ । ଏନେଇ ସବୁ ବିଭାଗକୁ ଚିଠି ଲେଖି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ…

ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର, ପେନସନ୍ ପାଇବାକୁ ଥିବା କର୍ମଚାରୀଙ୍କ ପାଇଁ ଖୋଲିବ ହେଲ୍ପଡେସ୍କ

ଭୁବନେଶ୍ୱର (କେନ୍ୟୁଜ): ସରକାରୀ ଚାକିରିଆ ମାନଙ୍କ ନିମନ୍ତେ ଖୁସି ଖବର। ଅବସର ଗ୍ରହଣ ପରେ ପେନସନ୍ ପାଇନଥିବା କର୍ମଚାରୀମାନେ ଏଣିକି ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟରେ ପେନସନ୍ ଆବେଦନ କରିପାରିବେ। ଏଥି ନିମନ୍ତେ ସମସ୍ତ ସହଯୋଗ କରିବାକୁ ବିଭିନ୍ନ ବିଭାଗର ନିର୍ଦ୍ଦେଶକଙ୍କ ମାଧ୍ୟମରେ ସଂପୃକ୍ତ…

ପିଏମ୍‌ ଙ୍କ ଏହି ଯୋଜନାରେ ଏବେ ଦୋକାନୀଙ୍କୁ ମିଳିବ ଏତିକି ଟଙ୍କା ପେନସନ, ଶୀଘ୍ର କରନ୍ତୁ ଆବେଦନ

ଦେଶର ନାଗରିକଙ୍କ ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ବାହାର କରୁଛନ୍ତି। ଏହାରି ମଧ୍ୟରେ ସରକାର ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସ୍କିମ ବାହାର କରିଛନ୍ତି । କିନ୍ତୁ ଏବେ ସରକାର ଦୋକାନୀ ମାନଙ୍କ ପାଇଁ ମଧ୍ୟ ଏକ ନୂଆ ଯୋଜନା ବାହାର କରିବାକୁ ଯାଉଛନ୍ତି। ଯେଉଁଥିରେ ସେମାନଙ୍କୁ…

କର୍ମଚାରୀଙ୍କ ପାଇଁ ଖୁସି ଖବର! ଅବସର ବୟସ ଓ ପେନସନରେ ହେବ ବୃଦ୍ଧି; ଶୀଘ୍ର ନିଷ୍ପତ୍ତି ନେଇ ପାରନ୍ତି ମୋଦି ସରକାର

କେନ୍ଦ୍ର କର୍ମଚାରୀଙ୍କୁ ମୋଦି ସରକାର ବହୁତ ଜଲ୍‌ଦି ଏକ ଖୁସି ଖବର ଦେଇ ପାରନ୍ତି। ସରକାର, କର୍ମଚାରୀମାନଙ୍କ ଅବସର ବୟସ ଏବଂ ପେନସନ ରାଶି ବଢ଼ାଇବା ଉପରେ ବିଚାର କରୁଛନ୍ତି। ମିଳିଥିବା ସୂଚନା ମୁତାବକ, ଏହି ପ୍ରସ୍ତାବ (ୟୁନିଭର୍ସାଲ ପେନସନ ସିଷ୍ଟମ) ଆର୍ଥିକ ପରାମର୍ଶଦାତା ସମିତି…

କ’ଣ ଜୀବନସାଥୀଙ୍କ ପେନ୍‌ସନ ପାଇବା ପାଇଁ ଜଏଣ୍ଟ ବ୍ୟାଙ୍କ ଆକାଉଣ୍ଟ ରହିବା ଜରୁରୀ କି? ଜାଣନ୍ତୁ କ’ଣ କହୁଛନ୍ତି ସରକାର

ଅବସର ପରେ ସ୍ୱାମୀ କିମ୍ବା ସ୍ତ୍ରୀଙ୍କର ପେନସନ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ଜଏଣ୍ଟ ବ୍ୟାଙ୍କ ଆକାଉଣ୍ଟ ରହିବା କେତେ ଜରୁରୀ? ଯଦି ଆପଣ ବି ଏହି ପ୍ରଶ୍ନର ଉତ୍ତର ଚାହୁଁଛନ୍ତି, ତା’ ହେଲେ ଆମେ ଆପଣଙ୍କୁ କହିବୁ କି, କେନ୍ଦ୍ର ସରକାର ପେନସନ ସହ ଜଡ଼ିତ ନିୟମରେ ଢିଲା ଦେଇଛନ୍ତି। ସରକାରୀ…

PM-SYM: ମାସକୁ ମାତ୍ର ୫୫ ଟଙ୍କା ଜମା କରନ୍ତୁ ମିଳିବ ୩୬,୦୦୦ ଟଙ୍କା ପେନ୍‌ସନ୍‌, ଜାଣନ୍ତୁ କିପରି କରିବେ ଆବେଦନ

ପ୍ରତ୍ୟେକ ବ୍ୟକ୍ତି ନିଜ ଭବିଷ୍ୟତ ପାଇଁ ସବୁ ବେଳେ ଚିନ୍ତିତ ଥାନ୍ତି । କିନ୍ତୁ ବେଳେବେଳେ ବୁଝିବା କଷ୍ଟକର ହୋଇଯାଏ ଯେ ଆମେ କିପରି ଆମର ଭବିଷ୍ୟତକୁ ସୁରକ୍ଷିତ କରିବା । ବିଶେଷକରି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବିଭାଗର ଲୋକମାନଙ୍କ ପାଇଁ ବୃଦ୍ଧାବସ୍ଥା ସମୟରେ ସେମାନଙ୍କୁ ଟଙ୍କା ଯୋଗାଇବା…

ଅବସରପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ବସିବ ସ୍ୱତନ୍ତ୍ର ପେନ୍‌ସନ୍‌ ଅଦାଲତ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା…

କେନ୍ୟୁଜ୍(ବ୍ୟୁରୋ):  ପେନ୍‌ସନ ପାଇନଥିବା ଅବସରପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ବସିବ ପେନ୍‌ସନ ଅଦାଲତ। ଏପ୍ରିଲ ୮ରୁ ୩୦ ତାରିଖ ମଧ୍ୟରେ ଅନ୍‌ଲାଇନ୍‌ରେ ଅଭିଯୋଗ ଗ୍ରହଣ କରାଯିବ। ଜୁନ ୩୦ ତାରିଖ ସୁଦ୍ଧା ଚୂଡ଼ାନ୍ତି ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ…

ଏଠାରେ କୁକୁର ଓ ଘୋଡ଼ାଙ୍କୁ ମିଳିବ ପେନ୍‌ସନ୍‌, ଜାଣନ୍ତୁ କ’ଣ ରହିଛି ସରକାରୀ ଯୋଜନା

ସାଧାରଣତଃ ଚାକିରିରୁ ଅବସର ନେବା ପରେ ପେନ୍‌ସନ୍‌ ମିଳେ। ଏହି ନିୟମ କେବଳ ମଣିଷଙ୍କ ପାଇଁ ଲାଗୁ ହୋଇଥାଏ। କିନ୍ତୁ ପୋଲାଣ୍ଡ ସରକାର ଏବେ ପୋଲିସ, ବର୍ଡର ଗାର୍ଡ ଓ ଦମକଳ ବିଭାଗରୁ ଅବସର ନେଇଥିବା କୁକୁର ଓ ଘୋଡ଼ାଙ୍କୁ ପେନ୍‌ସନ୍‌ ଦେବାକୁ ଯୋଜନା କରୁଛି। ଏଭଳି ଯୋଜନା କରିବା ପଛରେ ଏକ ମହତ କାରଣ…

ସ୍ୱାମୀଙ୍କୁ ହତ୍ୟା କରିଥିଲେ ମଧ୍ୟ ସ୍ତ୍ରୀଙ୍କୁ ମିଳିବ ପେନ୍‌ସନ୍‌, ଏଭଳି ଐତିହାସିକ ରାୟ ଶୁଣାଇଲେ ହାଇକୋର୍ଟ

ସ୍ୱାମୀକୁ ହତ୍ୟା କରିଦେଲେ ବି ସ୍ତ୍ରୀକୁ ମିଳିବ ପେନ୍‌ସନ୍‌। ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଫ୍ୟାମିଲି ପେନ୍‌ସନ୍‌କୁ ନେଇ ଏଭଳି ଏକ ଐତିହାସିକ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି, ଯଦି କୌଣସି ମହିଳା ସ୍ୱାମୀଙ୍କୁ ହତ୍ୟା ବି କରିଦିଏ ତେବେ ସେ ପାରିବାରିକ ପେନ୍‌ସନ୍‌ ପାଇବାକୁ ହକ୍‌ଦାର…