Browsing Tag

pension and epf

ପେନସନ ଓ EPF ଅର୍ଡର ପାଇଁ ଆଉ କରିବାକୁ ପଡିବନି ଅପେକ୍ଷା, ୩୦ ଦିନ ମଧ୍ୟରେ ହୋଇଯିବ ସମାଧାନ

ଭୁବନେଶ୍ୱର(କେନ୍ୟୁଜ୍): ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ) ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ପେନସନ ଓ ଭବିଷ୍ୟନିଧି ଅଦାଲତ ଏ. ଜି ସମ୍ମିଳନୀ କକ୍ଷ ଠାରେ ଆଜି ଆୟୋଜିତ ହୋଇଯାଇଅଛି। ବରିଷ୍ଠ ଉପ -ମହାଲେଖାକାର…