ପୁରୁଣା ପେନସନ ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ, ଏବେ ସରକାରୀ କର୍ମଚାରୀ ହେବେ ଉପକୃତ
ପୁରୁଣା ପେନସନ ଯୋଜନାକୁ ନେଇ ଆସିଲା ବହୁତ ବଡ଼ ଅପଡେଟ। ପ୍ରତ୍ୟେକ ପେନସନ ଭୋଗୀ ଏହି ଖବର ଜାଣିନିଅନ୍ତୁ। ନଚେତ ପରେ ହଇରାଣରେ ପଡ଼ିବେ। ପୁରୁଣା ପେନ୍ସନ୍ ଯୋଜନାକୁ ନେଇ ସାରା ଦେଶରେ ଆଲୋଚନା ଚାଲିଛି। ଏହି ସମୟରେ ଅନେକ ରାଜ୍ୟ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ଏଥି ସହିତ ଅନେକ…