‘ପେନ୍ସନ୍ ଯୋଜନା’ କାହା ପାଇଁ? ଦୀର୍ଘ ୪ ମାସ ଧରି ଭତ୍ତା ମିଳୁନଥିବା ଅଭିଯୋଗ, କଷ୍ଟ ଭୋଗୁଛନ୍ତି…
ଆନନ୍ଦପୁର (କେନ୍ୟୁଜ): ଅବହେଳିତ ଗରିବ ଭିନ୍ନକ୍ଷମଙ୍କ ଜିବନ ଜୀବିକା ର୍ନିବାହରେ କିଛି ମାତ୍ରାରେ ସହାୟକ ନିମନ୍ତେ ସରକାର ଦିଅନ୍ତି ଭତ୍ତା ସହାୟତା। ଏହି ସହାୟତା ଉଚିତ ହିତାଧିକାରୀଙ୍କୁ ବ୍ଲକ ମାଧ୍ୟମରେ ଯୋଗାଇ ଦିଆ ଯାଇଥାଏ ହେଲେ ଏହି ଭତ୍ତା ଯୋଗାଣରେ ସୁଧାର ଆଣିବାକୁ ନୂତନ ଭାବରେ…