Browsing Tag

PEOPLE DON’T KNOW ABOUT SHELTER HOME

ସରକାର କଲେ ସେଲଟର ହୋମ୍‌, ହେଲେ ହାଡ଼ଭଙ୍ଗା ଶୀତରେ ବାହାରେ ଶୋଉଛନ୍ତି ଲୋକେ

କଟକ (କେ ନ୍ୟୁଜ୍‌) : କିଏ ବସ୍‌ଷ୍ଟାଣ୍ଡ ଚଟାଣରେ ତ କିଏ ଝରକା ଖୋପରେ ପୁଣି କିଏ ରାତି କଟାଉଛି ରାସ୍ତା କଡ଼ ଫୁଟ୍‌ପାଥ୍‌ରେ । ରାଜ୍ୟରେ ଅସହ୍ୟ ଶୀତର ଲହରି, ରାତିରେ ତାପମାତ୍ରା ୧୦ ଡିଗ୍ରୀରୁ ବି କମ୍‌ ରହୁଛି । ଭୀଷଣ ଥଣ୍ଡା ସାଙ୍ଗକୁ ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି ଅନେକ ଲୋକ । କଟକ…