ପୁଅର ଏଲିଅନ ରୂପ ଦେଖି ସମ୍ପର୍କ ଭାଙ୍ଗିଦେଲେ ବାପା , ଚିକିତ୍ସା ପାଇଁ ସାହାଯ୍ୟର ହାତ ବଢାଉଛନ୍ତି ଲୋକ
କୁହାଯାଏ ଯେ ଯାହାର କେହି ନାହିଁ, ତାଙ୍କର ଈଶ୍ୱର ଅଛନ୍ତି । ଭଗବାନ କେଉଁ ରୂପରେ ଆସି ମନୁଷ୍ୟକୁ ସାହାଯ୍ୟ କରନ୍ତି , ତାହା କେହି ବି ବୁଝିପାରନ୍ତି ନାହିଁ । କିନ୍ତୁ ଏପରି ଏକ ଅଜବ ଘଟଣା ଦେଖାଯାଇଛି ଆଫ୍ରିକାରେ। ଆଫ୍ରିକୀୟ ଦେଶ ରୁୱାଣ୍ଡାର ବାସିନ୍ଦା ବାଜେନେଜା ଲିବରେଟା ତାଙ୍କ ନବଜାତ…