Browsing Tag

people of this radix

ଏହି ତାରିଖରେ ଜନ୍ମ ନେଇଥିବା ଲୋକଙ୍କ ଥାଏ ଅଭୂତପୂର୍ବ ନିର୍ଣ୍ଣୟ କ୍ଷମତା, ବନିଥାନ୍ତି ଡାକ୍ତର ଓ ଦାର୍ଶନିକ

ଅଙ୍କ ଜ୍ୟୋତିଷ ଏକ ପ୍ରାଚୀନ କଳା, ଯାହା ଆମର ଭବିଷ୍ୟତ ଓ ବ୍ୟବହାର ନିର୍ଦ୍ଧାରଣରେ ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ସବୁ ତାରିଖରେ ଜନ୍ମ ନେଇଥିବା ଲୋକଙ୍କ ମୂଳାଙ୍କ ଓ ଜନ୍ମାଙ୍କ ଅଲଗା ଅଲଗା ହୋଇଥାଏ । ଏଥର ଆମେ ମୂଳାଙ୍କ ୭ ବାଲା ପୁରୁଷ ଓ ମହିଳାଙ୍କ ବ୍ୟବହାର ସମ୍ପର୍କରେ କହିବୁ । ୭,୧୬ ଓ…

ଏହି ମୂଳାଙ୍କ ଲୋକଙ୍କୁ ଶୀଘ୍ର ଆସିଥାଏ ବ ୃଦ୍ଧାବସ୍ଥା, ହେଲେ ଚେହେରାରେ ରହିଥାଏ ଚମକ ଓ ହୋଇଥାନ୍ତି ଧନବାନ

ଯେମିତି ହାତର ରେଖା, ମସ୍ତିସ୍କ ରେଖା, ଶରୀରରେ ଥିବା ଚିହ୍ନ ଆଧାରରେ ବ୍ୟକ୍ତିର ସ୍ୱଭାବ, ଗୁଣ, ପ୍ରେମ ଓ ବୈବାହିକ ଜୀବନ, ବ୍ୟବସାୟୀକ ଜୀବନ,କ୍ୟାରିଅର ଆଦି ବିଷୟରେ ଜଣାପଡ଼େ । ସେହିପରି ଅଙ୍କ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବ୍ୟକ୍ତିର ଜନ୍ମ ତାରିଖ ଆଧାରରେ ବ୍ୟକ୍ତିର ସମ୍ପର୍କରେ ବହୁତ କିଛି…

ଜୀବନକୁ ମୁକ୍ତ ଭାବେ ଉପଭୋଗ କରନ୍ତି ଏହି ତାରିଖରେ ଜନ୍ମିତ ବ୍ୟକ୍ତି, ଆର୍ଥିକ ସ୍ଥିତି ହୋଇଥାଏ ମଜବୁତ ।

ଅଙ୍କ ଜ୍ୟୋତିଷ ମାଧ୍ୟମରେ କୌଣସି ବ୍ୟକ୍ତିର ସ୍ୱଭାବ ସମ୍ପର୍କରେ ବହୁତ କିଛି ଜାଣି ପାରିବେ । ଏଠାରେ ଆମେ କହୁଛୁ ୪ ଅଂକରେ ଜନ୍ମିତ ବ୍ୟକ୍ତିଙ୍କ ସମ୍ପର୍କରେ । ଯେଉଁ ବ୍ୟକ୍ତିଙ୍କର ଜନ୍ମ ତାରିଖ ୪ ଅର୍ଥାତ ୪,୧୩, ୨୨ ଓ ୩୧ ସେମାନଙ୍କର ମୂଳ ଅଂକ ୪ ହୋଇଥାଏ । ଏହି ମୂଳାଙ୍କର ବ୍ୟକ୍ତି ପଇସା…