Browsing Tag

perfect selfie

ଆଶ୍ଚର୍ଯ୍ୟ ! ପରଫେକ୍ଟ ସେଲ୍ଫି ପାଇଁ ଖର୍ଚ୍ଚ କରିଦେଲେ ୧୫ ହଜାର ଡଲାର

କାଲିଫର୍ଣ୍ଣିଆର ଜଣେ ମହିଳା ନିଜର ସୁନ୍ଦର ସେଲ୍ଫି ଫଟୋ ପାଇଁ ପ୍ଲାଷ୍ଟିକ ସର୍ଜରୀରେ ୧୫ ହଜାର ଡଲାର ଖର୍ଚ୍ଚ କରିଛନ୍ତି। ଏହି ମହିଳାଙ୍କୁ ସବୁବେଳେ ଲାଗୁଥିଲା କି, ତାଙ୍କ ପୁରୁଣା ଚେହେରା ଭଲ ସେଲ୍ଫି ଫଟୋ ପାଇଁ ଠିକ ନୁହେଁ। ମହିଳାଙ୍କ ନାଁ ଟ୍ରିଆନା ଲେବୀ। ୩୮ ବର୍ଷୀୟା ଟ୍ରିଆନା ମିଡିଆ…