ଶିଶୁଙ୍କ ପାଇଁ ପର୍ଫ୍ୟୁମ ବ୍ୟବହାର ସୁରକ୍ଷିତ କି? ଜାଣନ୍ତୁ କଣ ରହିଛି ସାଇଡ ଇଫେକ୍ଟସ
ପ୍ରତ୍ୟେକ ବ୍ୟନ୍ତି ନିଜକୁ ସୁନ୍ଦର ଏବଂ ସଫା ରଖିବା ପାଇଁ ଚେଷ୍ଟା କରିଥାନ୍ତି । ଏଥି ପାଇଁ ମାର୍କେଟରେ ବିଭିନ୍ନ ପ୍ରକାର ଆବଶ୍ୟକୀୟ ଜିନିଷ ଉପଲବ୍ଧ ହୋଇଥାଏ । ତେବେ ଏହି ସମସ୍ତ ଜିନିଷ ମଧ୍ୟରୁ ପର୍ଫ୍ୟୁମ ବା ଅତରର ଚାହିଦା ଭିନ୍ନ ରହିଛି । ମାର୍କେଟରେ ଅନେକ ଫ୍ରାଗରେନ୍ସର ପର୍ଫ୍ୟୁମ…