ମାସିକ ଋତୁସ୍ରାବଜନିତ ଅନିୟମିତତାକୁ ନେଇ ଚିନ୍ତିତ ରହୁଛନ୍ତି କି ? ଏହି ସହଜ ଉପାୟରେ ଦୂର କରନ୍ତୁ ସମସ୍ୟା
ମହିଳାମାନଙ୍କ ଦୈନନ୍ଦିନ ଜୀବନର ମହତ୍ତ୍ୱପୂର୍ଣ୍ଣ ଅଂଶ ହେଉଛି ମାସିକ ଋତୁସ୍ରାବ। ମହିଳାମାନଙ୍କ ମାସିକ ଋତୁସ୍ରାବ ଅନିୟମିତତା ଦେଖାଦେବା ସାଧାରଣ କଥା। କିନ୍ତୁ ଆଜିକାଲିର ଜୀବନଶୈଳୀ ଯୋଗୁଁ ଅଧିକାଂଶ ଯୁବତୀ ମାସିକ ଋତୁଚକ୍ରକୁ ନେଇ ବିଭିନ୍ନ ପ୍ରକାର ଅସୁବିଧା ସାମ୍ନା କରୁଛନ୍ତି। ଯାହା…