Browsing Tag

periods

କଳା କିସ୍‌ମିସ୍‌ ପାଣି ମହିଳାଙ୍କ ପାଇଁ ଉପଯୋଗୀ, ଜାଣନ୍ତୁ କଣ ରହିଛି ଫାଇଦା

କଳା କିସ୍‌ମିସ୍‌ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି କଳା କିସ୍‌ମିସ୍‌ ର ପାଣି ଅମୃତ ଠାରୁ କମ ନୁହେଁ ଏବଂ ମହିଳାଙ୍କ ପାଇଁ କଳା କିସ୍‌ମିସ୍‌ ପାଣି ରୁ ଅନେକ ମାତ୍ରାରେ ଲାଭ ମିଳିଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ ଏହି କଳା କିସ୍‌ମିସ୍‌ ପାଣି ମହିଳାଙ୍କ…

ପେରିଅଡସ୍ ଫୁଡ୍ ରୁଟିନ୍: ଜାଣନ୍ତୁ ଋତୁସ୍ରାବ ସମୟରେ, ପୂର୍ବରୁ ଓ ପରେ କ’ଣ ଖାଇବେ ?

ପିରିଅଡସ୍ ବା ମାସିକ ଋତୁସ୍ରାବ ପ୍ରତ୍ୟେକ ନାରୀଙ୍କ ପାଖରେ ଘଟୁଥିବା ଏକ ନାଟୁରାଲ ପ୍ରୋସେସ୍ । ଯାହାକି ଏକ ଗୁରୁତ୍ୱପୂର୍ଣ୍ଣ ଅବସ୍ଥା । ତେଣୁ ଏହି ସମୟରେ ନିଜର ଖାଦ୍ୟ ବା ଡାଏଟ ଉପରେ ଅଧିକ ସଚେତନତା ରହିବା ଦରକାର। ତେଣୁ ସବୁଠୁ ବଡ଼ କଥା ହେଉଛି ପ୍ରତ୍ୟେକ ମହିଳାଙ୍କୁ ଜାଣିବା ଦରକାର ଯେ…

ଫ୍ୟାନ ପଚାରିଲେ, ‘ପିରିୟଡସ ବେଳେ ଭାବୀ ସ୍ତ୍ରୀଙ୍କୁ କେମିତି ସମ୍ଭାଳିବି’? ତ ଉତ୍ତରରେ ଏମିତି କହିଲେ…

ଅଭିନେତ୍ରୀ ଇଲିଆନା ଡିକ୍ରୁଜ ନିଜ ଆକ୍ଟିଂ ଛଡ଼ା ରୋକଠୋକ ଜବାବ ଦେବାରେ ପୂରା ମାହିର । ଏବେ ଇଲିଆନାଙ୍କର ଏକ ଥ୍ରୋବ୍ୟାକ ଚ୍ୟାଟ ଖୁବ ଭାଇରଲ ହେଉଛି, ଯେଉଁଥିରେ ସେ ଜଣେ ଫ୍ୟାନଙ୍କୁ ପିରିୟଡସରେ ନିଜ ସାଥୀଙ୍କଠାରୁ କିଭଳି ଦୂରେଇ ରହିବ ସେ ବିଷୟରେ ପରାମର୍ଶ ଦେଇଥିବା ଦେଖାଯାଇଛି। ଗତବର୍ଷ…

ପିରିଅଡ୍ସ ସମୟରେ ମହିଳାଙ୍କ ଆଖିରୁ ବାହାରୁଛି ରକ୍ତ,କାରଣ ଜାଣିଲେ ଉଡିଯିବ ହୋସ୍

‘ତୁମ୍ ଖୁନ୍ କେ ଆସୁଁ ରୋଓଗେ’ ଏହା ଆପଣ ଅନେକ ଫିଲ୍ମର ଡାଇଲଗରେ ନିଶ୍ଚିତ ଶୁଣିଥିବେ। କିନ୍ତୁ ପ୍ରକୃତରେ ଏମିତି ହେବା କଥା ଜାଣିଛନ୍ତି କି ? କିନ୍ତୁ ଚଣ୍ଡିଗଡ଼ର ଜଣେ ୨୫ ବର୍ଷୀୟା ମହିଳା ତାଙ୍କ ପିରିୟଡସ୍ ସମୟରେ ତାଙ୍କ ଆଖିରୁ ରକ୍ତସ୍ରାବ ଜନିତ ସମସ୍ୟା ଦେଖାଦେଇଛି । ଏମିତି ପ୍ରତ୍ୟେକ…

ମାସିକ ଧର୍ମର ଯନ୍ତ୍ରଣାରୁ ମୁକ୍ତି ପାଇଁ ଖାଇବାକୁ ପଡ଼ିବନି କୌଣସି ଔଷଧ, କେବଳ ଥରେ ମାତ୍ର ଟ୍ରାଏ କରନ୍ତୁ ଏହି…

ମାସିକ ଧର୍ମ ବେଳର ସେହି ୫ ଦିନ ପ୍ରତ୍ୟେକ ମହିଳାଙ୍କ ପାଇଁ କଷ୍ଟକର ସମୟ ହୋଇଥାଏ। ମାସିକ ଧର୍ମ ବେଳେ ଶରୀରରୁ ବର୍ଜ୍ୟବସ୍ତୁ ନିଷ୍କାସିତ ହୋଇଥାଏ, ଫଳରେ ଗର୍ଭଧାରଣ ବେଳେ ମହିଳାଙ୍କୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିନଥାଏ। ଏଥିସହ ଶରୀର ମଧ୍ୟ ସୁସ୍ଥ ରହେ। ତେବେ ଏହି ସମୟରେ ହେଉଥିବା…

ପିରିୟଡ୍ସର ପ୍ରଥମ ପାଞ୍ଚ ଦିନରେ ମହିଳା କେମିତି ରଖିବେ ନିଜର ଯତ୍ନ, ଏଇଠି ଜାଣନ୍ତୁ ପୂରା ପ୍ରକ୍ରିୟା

ସବୁ ମହିଳାଙ୍କ ଜୀବନରେ ମାସିକ ଧର୍ମ ହେଉଛି ତାଙ୍କ ପ୍ରକୃତି ସହିତ ଜଡିତ ପ୍ରକ୍ରିୟା ଅଟେ। ମାସିକ ଋତୁସ୍ରାବ ମହିଳାଙ୍କ ଜୀବନର ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା। ପ୍ରତି ବର୍ଷ ମେ ୨୮ ତାରିଖକୁ ପୂରା ଦୁନିଆରେ 'ମାସିକ ଧର୍ମ ସ୍ୱଚ୍ଛତା ଦିବସ' ରୂପେ ପାଳନ କରେ। ଏହାର ଆରମ୍ଭ ୨୦୧୪…

ପିରିୟଡ୍ସ ଜଲଦି ହେବା ଭଲ ନା ଖରାପ, ଜାଣନ୍ତୁ ଶୀଘ୍ର ମାସିକଧର୍ମ ଦେଇଥାଏ କେଉଁ ସଂକେତ

ସାଧାରଣତଃ ମହିଳାମାନଙ୍କର ମାସିକ ଧର୍ମ ଏକ ସାଧାରଣ ପ୍ରକ୍ରିୟା, ଯେଉଁଥିରେ ଶରୀରର ଅପରିଷ୍କାର ରକ୍ତ ବାହାରିଥାଏ। ମହିଳାଙ୍କ ଜୀବନରେ ଏକ ଯନ୍ତ୍ରଣାଦାୟକ ସମୟ ହେଉଛି ମାସିକ ଧର୍ମ ବା ପିରିୟଡ୍ସ। ଏହି ସମୟରେ ମହିଳାଙ୍କ ଶରୀରରେ କେତେକ ପରିବର୍ତ୍ତନ ହେବା ସହ ଅସହ୍ୟ ଯନ୍ତ୍ରଣା ମଧ୍ୟ ହୋଇଥାଏ।…

ମାସିକ ଧର୍ମ ସମୟରେ କେଶ ଧୋଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ

ସାଧାରଣତଃ ମହିଳାମାନଙ୍କର ମାସିକ ଧର୍ମ ସାଧାରଣ ପ୍ରକ୍ରିୟା, ଯେଉଁଥିରେ ଶରୀରର ଅପରିଷ୍କାର ରକ୍ତ ବାହାରିଥାଏ। ଏହିକାରଣରୁ ଏହି ଦିନରେ ମହିଳାଙ୍କୁ ନିଜର ଭଲ ଭାବେ ଧ୍ୟାନ ରଖିବା ପାଇଁ କୁହାଯାଇଥାଏ। ଆଗରୁ ମାସିକ ଧର୍ମ ସମୟରେ କେଶ ନ ଧୋଇବା ପାଇଁ କୁହାଯାଇଥାଏ କିନ୍ତୁ ଆଜିକାଲିର ମହିଳାମାନେ…

ମାସିକ ଧର୍ମ ସମୟରେ ମହିଳାମାନେ କରନ୍ତୁ ନାହିଁ ଏହି ୬ଟି କାମ, ଦେଖାଦେଇପାରେ ଗମ୍ଭୀର ସମସ୍ୟା

ମହିଳାଙ୍କ ଜୀବନରେ ଏକ ଯନ୍ତ୍ରଣାଦାୟକ ସମୟ ହେଉଛି ମାସିକ ଧର୍ମ ବା ପିରିୟଡ୍‌ସ। ଏହି ସମୟରେ ମହିଳାଙ୍କ ଶରୀରରେ କେତେକ ପରିବର୍ତ୍ତନ ହେବା ସହ ଅସହ୍ୟ ଯନ୍ତ୍ରଣା ମଧ୍ୟ ହୋଇଥାଏ। ଖାସ୍‌ କରି ତଳିପେଟ, ଅଣ୍ଟା, ଜଙ୍ଘରେ ପ୍ରବଳ ପୀଡ଼ା ହୁଏ। ଏଣୁ ଝିଅମାନେ ପ୍ରାୟତଃ କଷ୍ଟ ସହି ନ ପାରି ମେଡିସିନ୍‌…

କାହିଁକି ଶାରୀରିକ ସମ୍ପର୍କ ପରେ ମହିଳାଙ୍କ ମାସିକଧର୍ମ ହୋଇଥାଏ ବିଳମ୍ବ, ଜାଣନ୍ତୁ କଣ ଏହାର ଉପଚାର

ମହିଳାଙ୍କୁ ପ୍ରାକୃତିକ ଭାବେ ପ୍ରତି ମାସରେ ହୋଇଥାଏ ମାସିକଧର୍ମ ବା ପିରିୟଡ଼୍ସ। ଏହି ଋତୁଚକ୍ର ବେଳେବେଳେ ବିଳମ୍ବ ହୋଇଥାଏ।କିନ୍ତୁ ଆପଣ ଜାଣିଛନ୍ତି କି ମହିଳାଙ୍କ ପିରିୟଡ୍ସ ବା ମାସିକଧର୍ମ ସଠିକ୍ ସମୟରେ ନହେବା ପଛରେ ରହିଥାଏ କିଛି ଗମ୍ଭୀର କାରଣ। ଅନେକ ସମୟରେ ଶାରୀରିକ ସମ୍ପର୍କ ପରେ…

ପିରିୟଡସ୍‌ ବନ୍ଦ ହେଲେ ଭାବୁଛନ୍ତି କି ଆପଣ ଗର୍ଭବତୀ? ତେବେ ପଢ଼ନ୍ତୁ ଏହାକୁ

ମାସିକଧର୍ମରେ ଅନିୟମିତତା ମହିଳାଙ୍କ ସହ ଜଡିତ ଏକ ସାଧାରଣ ସମସ୍ୟା। ଅନେକ ମହିଳାଙ୍କର ମାସିକ ଧର୍ମରେ ଅନିୟମିତା ଦେଖାଯାଏ। ଆମେ ସାଧାରଣତଃ ଜାଣିଛନ୍ତି ଯେ ପିରିୟଡସ୍‌ ବନ୍ଦ ହେବା ଅର୍ଥ ଗର୍ଭବତୀର ସଂକେତ କିନ୍ତୁ ନା ଆପଣ ଭୁଲ ଭାବୁଛନ୍ତି। କାରଣ କେବଳ ଗର୍ଭଧାରଣ ହେଲେ ପିରିୟଡସ୍‌ ବନ୍ଦ ହୁଏ…

ଏଠାରେ ମହିଳାମାନେ ପିରିୟଡସ ବ୍ଲଡରେ ଧୁଅନ୍ତି ମୁହଁ, ଜାଣନ୍ତୁ ଆଉ କେଉଁଠି, କ’ଣ ରହିଛି ନୀତି ନିୟମ

ପରିୟଡସ ବା ମାସିକ ଋତୁସ୍ରାବ ଏହା ମହିଳାମାନଙ୍କ ଜୀବନର ଏକ ମହତ୍ୱପୂର୍ଣ୍ଣ ଅଂଶ। ଏହାକୁ ନେଇ ବର୍ତ୍ତମାନ ଅନେକ ସଚେତନତା କାର୍ଯ୍ୟକ୍ରମ ଚାଲୁଥିବା ବେଳେ ମଧ୍ୟ କିଛି ମହିଳା ଏହାକୁ ନେଇ କଥା ହେବା ପାଇଁ ଦ୍ୱିଧା ପ୍ରକାଶ କରିଥାନ୍ତି। ଏହା କୌଣସି ରୋଗ ନୁହେଁ, ବରଂ ମହିଳାମାନଙ୍କର ଏକ…