ଏହିସବୁ କାରଣରୁ ମହିଳାଙ୍କର ପିରିୟଡ୍ସରେ ହୁଏ ବିଳମ୍ବ, ଜଲଦି ଜାଣନ୍ତୁ କାରଣ
ବଦଳୁଥିବା ଲାଇଫଷ୍ଟାଇଲରେ ମହିଳାଙ୍କ ଉପରେ ଚିନ୍ତା ଏତେ ଅଧିକ ରହିଯାଉଛି ଯେ ଯାହାର ପରିଣାମ ପିରିୟଡସ୍ ଉପରେ ପଡୁଛି। ଏକ୍ସପର୍ଟଙ୍କ କହିବାକଥା ଯେ ଏହାଦ୍ୱାରା ମହିଳାଙ୍କ ଠାରେ ଆର୍ଲି ମେନପୋଜର ଭୟ ଅଧିକ ରହିଥାଏ। ପିରିୟଡସରେ ଲାଇଟ୍ ବ୍ଲିଡିଙ୍ଗ୍ ଅନେକ କାରଣ ହୋଇପାରେ ଏବଂ ଆଜି ଆମେ…