ମଣିଷକୁ ବାର୍ଡ ଫ୍ଲୁ, ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ
ପିପିଲି : ମଣିଷକୁ ବାର୍ଡ ଫ୍ଲୁ । ପୁରୀ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ବ୍ୟକ୍ତି ବାର୍ଡ ଫ୍ଲୁ ସଂକ୍ରମିତ । ଏହା ସ୍ପଷ୍ଟ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ମଣିଷ ବାର୍ଡ ଫ୍ଲୁ ସଂକ୍ରମିତ ହେବା ପରେ ସଜାଗ ସ୍ବାସ୍ଥ୍ୟ ବିଭାଗ । ପିପିଲି ଏବଂ ସତ୍ୟବାଦି…