ପାକିସ୍ତାନରେ ଇଶ୍ୱର ନିନ୍ଦା କରିଥିବା ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁ ଦଣ୍ଡ ସହ ଜରିମାନା ଦେଲେ କୋର୍ଟ
ଇସଲାମବାଦ : ପାକିସ୍ତାନର ଜଣେ ବ୍ୟକ୍ତି ଇଣ୍ଟରନେଟରେ ନିଜକୁ ଇଶ୍ୱରଙ୍କ ଦୂତ ବୋଲି କହି ଫାଶି ଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ପାକିସ୍ତାନର ଏକ ଅଦଲାତ ଉକ୍ତ ୪୨ ବର୍ଷୀୟ ବ୍ୟକ୍ତିଙ୍କୁ ପାକିସ୍ତାନ ଦଣ୍ଡ ଧାରା-ସି ଅନୁଯାୟୀ ମୃତ୍ୟୁ ଦଣ୍ଡ ଦେଇଛନ୍ତି ।
ଡନ୍ ସମାଚାରପତ୍ର ଖବର ଅନୁଯାୟୀ, ବସୀର…