ଷ୍ଟେଟ ବ୍ୟାଙ୍କ୍ ନୁହେଁ କି PNB ନୁହେଁ, ସବୁଠୁ ଶସ୍ତା ପର୍ସନାଲ ଲୋନ୍ ଦେଉଛି ଏହି ବ୍ୟାଙ୍କ୍
ଦେଶର ଦ୍ୱିତୀୟ ବୃହତ୍ତମ ଘରୋଇ ବ୍ୟାଙ୍କ ICICI ବ୍ୟାଙ୍କ ପର୍ସନାଲ ଲୋନ୍ ଉପରେ ବାର୍ଷିକ ୧୦.୬୫ ପ୍ରତିଶତରୁ ୧୬ ପ୍ରତିଶତ ସୁଧ ଆଦାୟ କରିଥାଏ। ବ୍ୟାଙ୍କ ପ୍ରୋସେସିଂ ଫି ଭାବରେ ୨.୫୦ ପ୍ରତିଶତ ପ୍ଲସ୍ ଟ୍ୟାକ୍ସ ଆଦାୟ କରେ। HDFC ବ୍ୟାଙ୍କ ହେଉଛି ଦେଶର ସବୁଠାରୁ ବଡ଼ ଘରୋଇ ବ୍ୟାଙ୍କ। ପର୍ସନାଲ…