ଆପଣଙ୍କର କୁକୁର ମଧ୍ୟ ଆପଣଙ୍କ ମୁହଁକୁ ଚାଟୁଛି କି? ତେବେ ହୋଇଯାନ୍ତୁ ସାବଧାନ, ଆସିପାରେ ଜୀବନ ପ୍ରତି ବିପଦ
ଆଜିକାଲି ଘରେ କୁକୁର ରଖିବା ଏକ ଫ୍ୟାସନ ହୋଇଗଲାଣି । ଅନେକ ଲୋକ କୁକୁରମାନଙ୍କୁ ନିଜ ଘରେ ରଖିବାକୁ ଏବଂ ଦିନସାରା ସେମାନଙ୍କ ସହିତ ଖେଳିବାକୁ ବହୁତ ପସନ୍ଦ କରନ୍ତି । ସାଧାରଣତଃ କୁକୁରମାନେ ପ୍ରେମ ଏବଂ ସ୍ନେହ ପ୍ରକାଶ କରିବା ପାଇଁ ଜିଭରେ ନିଜ ମାଲିକଙ୍କ ମୁହଁକୁ ଚାଟିଥାନ୍ତି । ଅନେକ ଲୋକ…