ଭୟଙ୍କର ଅଗ୍ନିକାଣ୍ଡରୁ ୩୫ ଜଣଙ୍କ ଜୀବନ ବଞ୍ଚାଇଲା ପୋଷା କୁକୁର, ହେଲେ….
ବାନ୍ଦା (ଉତ୍ତର ପ୍ରଦେଶ) : କଥାରେ ଅଛି ମଣିଷର ସବୁଠାରୁ ଭଲ ବନ୍ଧୁ ହେଉଛି କୁକୁର । ଏକଥା ଆଉଥରେ ପ୍ରମାଣିତ କରିଛି ଗୋଟିଏ ପୋଷା କୁକୁର । ଗତ ୧୨ ତାରିଖ ଦିନ ଉତ୍ତର ପ୍ରଦେଶର ବାନ୍ଦା ଜିଲ୍ଲା ଅତରା ଅଞ୍ଚଳରେ ଥିବା ଲଖନ କଲୋନୀ ନିକଟରେ ଥିବା ଏକ ବଡ଼ କୋଠା ଘରେ ନିଆଁ ଲାଗିଗଲା । ଏଥିରେ ଏକ…