ବେକାବୁ ତୈଳ ଦରରେ ଲାଗିବ କି ବ୍ରେକ ? କେନ୍ଦ୍ରମନ୍ତ୍ରୀ କହିଲେ ଏହା ସାମୟିକ ସମୟ ପାଇଁ,ଖୁବଶୀଘ୍ର ଠିକ ହୋଇଯିବ
କେନ୍ୟୁଜ୍(ବ୍ୟୁରୋ): ଦୁଇ ଦିନ ପରେ ଆଜି ପୁଣି ଥରେ ବଢ଼ିଛି ତୈଳ ଦର । ପେଟ୍ରୋଲ ଲିଟର ପିଛା ଆଜି ୨୫ ପଇସା ବଢ଼ିଥିଲା ବେଳେ ଡିଜେଲ ଦାମ୍ ୩୫ ପଇସା ମହଙ୍ଗା ହୋଇଛି । ଫଳରେ ବିଭିନ୍ନ ସହରରେ ତୈଳ ଦର ପାର୍ କରିଛି ୯୦ ଟଙ୍କା । ଗତ ୧୨ ଦିନରେ ପେଟ୍ରୋଲ ଓ ଡିଜେଲ୍ ଦାମ୍ରେ ପାଖାପାଖି ୩ଟଙ୍କା…