ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ ଅଛି ଦାମ୍
ତୈଳ କମ୍ପାନୀ ପକ୍ଷରୁ ଆଜିର ପେଟ୍ରୋଲ- ଡିଜେଲ ଦର ଜାରି କରିଦିଆଯାଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର କାଲି ତୁଳନାରେ ୪୪ ପଇସା ବଢ଼ି ୧୦୩ ଟଙ୍କା ୬୩ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୪୨ ପଇସା ବଢ଼ି ୯୫ ଟଙ୍କା ୧୮ ପଇସା ରହିଛି।
ସେହିପରି ଦେଶର ପ୍ରମୁଖ ସହରରେ ବି…