Browsing Tag

PETROL PRICE HIKE

ଆଜି ବି ପୁଣି ବଢିଲା ପେଟ୍ରୋଲ-ଡିଜେଲ, ଜାଣନ୍ତୁ କେତେ ଅଛି ରେଟ୍

କେନ୍ୟୁଜ୍(ବ୍ୟୁରୋ): ତୈଳ କମ୍ପାନୀ ପକ୍ଷରୁ ଆଜିର ପେଟ୍ରୋଲ- ଡିଜେଲ ଦର ଜାରି କରିଦିଆଯାଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଗତକାଲି ୧୦୫ଟଙ୍କା ୨୨ ପଇସା ରହିଥିବାବେଳେ ଆଜି ରହିଛି ୧୦୫ଟଙ୍କା ୯୭ ପଇସା। ସେହିପରି ଡିଜେଲ ଦାମ୍ ଗତକାଲି ପ୍ରତି ଲିଟର ପିଛା  ୯୫ ଟଙ୍କା ୦୬ ପଇସା…

ରେକର୍ଡ ଭାଙ୍ଗିଲା ପେଟ୍ରୋଲ୍‌ ଦର : ୮୪ ଟଙ୍କା ଟପିଲା ଦାମ୍‌, ଡିଜେଲ ବି ପଛରେ ନାହିଁ

ଭୁବନେଶ୍ୱର (କେନ୍ୟୁଜ୍‌) : ଚାଳକଙ୍କୁ ଚିନ୍ତାରେ ପକାଇଛି ତୈଳ ଦର। ଏବେ ଗାଡି ଚାଳକଙ୍କୁ ଘାରିଲା ପେଟ୍ରୋଲ ଡିଜେଲ ଦାମ୍‌। ଗତ ୧୬ ଦିନରେ ୧୪ ଥର ବଢ଼ି ପେଟ୍ରୋଲ ଲିଟର ପିଛା ଟପିଲା ୮୪ ଟଙ୍କାକୁ। ଡିଜେଲ ଦରରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଛି। ଡିଜେଲ ପ୍ରତି ଲିଟର ପିଛା ୮୦ ଟଙ୍କା ପାର…

ସାଧାରଣ ଜନତାଙ୍କୁ ଲାଗିଲା ଝଟକା, ଦିଲ୍ଲୀରେ ୮୧ ଟଙ୍କା ପହଁଚିଲା ପେଟ୍ରୋଲ ଦର

ତୈଳ କମ୍ପାନୀ ପୁଣି ଥରେ ସାଧାରଣ ଜନତାଙ୍କୁ ଝଟକା ଦେଇଛି। ଗୁରୁବାର ତେଲ କମ୍ପାନୀ ପୁଣି ଥରେ ପେଟ୍ରୋଲ ଦାମକୁ ବୃଦ୍ଧି କରିଦେଇଛି। ସେହିପରି ଲଗାତର ୧୯ ଦିନ ଧରି ଡିଜେଲର ଦର ସ୍ଥିର ରହିଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୧୦ ଟଙ୍କା ମହଙ୍ଗା ହୋଇ ୮୧ ଟଙ୍କାରେ ପହଁଚିଛି। ପ୍ରାୟ ଗୋଟେ ସପ୍ତାହ…

ଲଗାତାର ୧୯ ଦିନ ପାଇଁ ତୈଳ ଦର ବୃଦ୍ଧି: ସାଧାରଣରେ ବଢିବାରେ ଲାଗିଛି ଅସନ୍ତୋଷ, ଜାଣନ୍ତୁ ଆଜିର ମୂଲ୍ଯ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ଭାରୀ ଏକ୍ସାଇଜ୍‌ ଡ୍ୟୁଟି ବଢାଇଦେଇଥିବାରୁ ତୈଳ ଦର ଲାଗାତାର ବଢି ଚାଲିଛି। କେନ୍ଦ୍ର ସରକାର ପେଟ୍ରୋଲ ଉପରେ ୧୦ ଟଙ୍କା ଓ ଡିଜେଲ ଉପରେ ୧୩ ଟଙ୍କା ଏକ୍ସସାଇଜ ଡ୍ୟୁଟି ଲଗାଇଛନ୍ତି । ଯାହାଫଳରେ୮୦ଟଙ୍କା ପାର୍‌ କରିଛି ଡିଜେଲ ଦର। ଯାହା…

ସାଧାରଣ ଜନତାଙ୍କୁ ଲାଗିପାରେ ବଡ ଝଟକା ! ପେଟ୍ରୋଲ ଭରିବା ପୂର୍ବରୁ ୫ ଟଙ୍କା ଅଧିକ ଦେବାକୁ ହୋଇଯାନ୍ତୁ ପ୍ରସ୍ତୁତ

ଏବେ ଆପଣ ପେଟ୍ରୋଲ ପମ୍ପକୁ ପେଟ୍ରୋଲ ପକାଇବାକୁ ଗଲେ ଅଧିକ ଟଙ୍କା ଅର୍ଥାତ ୪ ରୁ ୫ ଟଙ୍କା ଅଧିକ ଦେବାକୁ ପ୍ରସ୍ତୁତ ହୋଇଯାନ୍ତୁ। କାହିଁକିନା ଆଗାମୀ ମାସ ଠାରୁ ସରକାର ତୈଳ ମାର୍କେଟିଂ କମ୍ପାନୀ ପେଟ୍ରୋଲ-ଡିଜେଲର ଦାମ ପ୍ରତିଦିନ ରିଭାଇଜ୍‌ କରିବା ପ୍ରସ୍ତୁତିରେ ଅଛନ୍ତି। ମିଡିଆ ରିପୋର୍ଟ…

ଡିଜେଲ ଏବଂ ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଆଉ ହେବନି ୧ଟଙ୍କା କମ୍

ନୂଆଦିଲ୍ଲୀ : ସରକାରୀ ତୈଳ କମ୍ପାନି (HPCL, BPCL, IOC) ଏବେ ପେଟ୍ରୋଲ- ଡିଜେଲ ବିକ୍ରିରେ ଆଉ ଏକ ଟଙ୍କା ପ୍ରତି ଲିଟରର ବୋଝ ଉଠାଇବ ନାହିଁ। ଅର୍ଥମନ୍ତ୍ରୀଙ୍କ ଦ୍ବାରା ଦିଆଯାଇଥିବା ସୂଚନା ଅନୁଯାୟୀ, କିଛି ଦିନ ହେବ କଞ୍ଚା ତୈଳର ମୂଲ୍ଯ ଲଗାତାର କମ ହେଉଛି। ଏଣୁ କମ୍ପାନି ଲିଟର ପିଛା…

ଆଜି ପୁଣି କମିଲା ପେଟ୍ରୋଲ ଓ ଡିଜେଲ ଦର, ୧୯ ଦିନରେ ଶସ୍ତା ହୋଇଛି ୪ ଟଙ୍କା ୨୭ ପଇସା

ନୂଆଦିଲ୍ଲୀ : ବିଗତ କିଛି ଦିନ ହେବ ପେଟ୍ରୋଲ ଏବଂ ଡିଜେଲର ଦର ଲଗାତାର ହ୍ରାସ ହେବାରେ ଲାଗିଛି। ଗତ ୧୯ ଦିନ ମଧ୍ୟରେ ତୈଳ ଦର ଲିଟର ପିଛା ମୋଟ ୪ ଟଙ୍କା ୨୭ ପଇସା କମିଛି । ସେହିପରି ଦିଳ୍ଲୀରେ ଆଜି ୨୧ ପଇସା କମ ହେବା ସହ ଡିଜେଲ ୭୬ ଟଙ୍କା ୬୭ ପଇସା ରହିଥିବା ବେଳେ ଦେଶର ଆର୍ଥିକ ରାଜଧାନୀ…

ବେଲଗାମ୍‌ ତୈଳ ଦର, ଚିନ୍ତାରେ କେନ୍ଦ୍ର ସରକାର

ଦିଲ୍ଲୀ(କେନ୍ଯୁଜ୍) : ବଢିଚାଲିଛି ତୈଳ ଦର, ଯାହାକୁ ନେଇ ଚିନ୍ତାରେ କେନ୍ଦ୍ର ସରକାର । ଅଶୋଧିତ ତେଲ ଦରବୃଦ୍ଧି ପ୍ରସଙ୍ଗରେ ଭାରତ ସମେତ ବିଶ୍ୱର ପ୍ରମୁଖ ତୈଳ କମ୍ପାନିଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇରାନ ଉପରେ ଆମେରିକାର କଟକଣା ଏବଂ ଅସ୍ଥିର ତେଳ ଦର ଯୋଗୁ…

ପେଟ୍ରୋଲ୍ ଦାମ୍ : ମୁମ୍ବାଇରେ ୮୭ ଟଙ୍କା ୩୯ ଓ ଦିଲ୍ଲୀରେ ୭୯ ଟଙ୍କା ୯୯, ଭୁବନେଶ୍ବରରେ ୭୮ ଟଙ୍କା ୮୫

ନୂଆଦିଲ୍ଲୀ : ସାରା ଦେଶରେ ପ୍ରବଳ ଜନ ଅସନ୍ତୋଷ ସେତ୍ତ୍ବ ଦିନକୁ ଦିନ ବଢ଼ି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ପେଟ୍ରୋଲ ମୂଲ୍ୟ ମୁମ୍ବାଇରେ ୮୭ ଟଙ୍କା ୩୯ ଓ ଦିଲ୍ଲୀରେ ୭୯ ଟଙ୍କା ୯୯ ପଇସା ଥିବା ବେଳେ ଭୁବନେଶ୍ବରରେ ରହିଛି ୭୮ ଟଙ୍କା ୮୫ ପଇସା । ସେହିପରି ଡିଜେଲ ଦର ମୁମ୍ବାଇରେ ୭୬ ଟଙ୍କା…