Browsing Tag

petrol pump

ପେଟ୍ରୋଲ ପମ୍ପରୁ ବାହାରୁଛି ପାଣି, ଅଭିଯୋଗ ପରେ ଦେଖାଦେଲା ଉତ୍ତେଜନା

ଝାରସୁଗୁଡ଼ା(କେନ୍ୟୁଜ୍): ପେଟ୍ରୋଲ ପମ୍ପରୁ ବାହାରୁଛି ପାଣି। ଝାରସୁଗୁଡ଼ାର ସୁନାରିମୁଣ୍ଡା ହିନ୍ଦୁସ୍ତାନ ପେଟ୍ରୋଲିୟମର ମାରୁତି ପେଟ୍ରୋଲ ପମ୍ପରୁ ଏଭଳି ଅଭିଯୋଗ ଆସିଛି। ଉମେଶ ଗୁପ୍ତା ନାମକ ଜଣେ ଗ୍ରାହକ ପେଟ୍ରୋଲ ପକାଇବା ପରେ ଏଭଳି ଅଭିଯୋଗ ଆଣିଛନ୍ତି। ଉମେଶ ପେଟ୍ରୋଲ ପକାଇବା ବେଳେ…

କଟକ : ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଉପରକୁ ବୋମାମାଡ

କଟକ : ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଉପରକୁ ବୋମାମାଡ । ଟଙ୍କା ନେଇ ବ୍ୟାଙ୍କକୁ ଗଲାବେଳେ ଲୁଟ୍‌ ଉଦ୍ୟମ କରି ବୋମାମାଡ ହୋଇଛି । କଟକ ସିଡିଏ ସେକ୍ଟର ଅଶ୍ୱିନୀ ହସ୍ପିଟାଲ ନିକଟରେ ଥିବା ବିଶାଲ ପେଟ୍ରୋଲ ପମ୍ପର କର୍ମଚାରୀ ୧୫ଲକ୍ଷରୁ ଅଧିକ ଟଙ୍କା ନେଇ ଯାଉଥିଲେ । ଦୁଇଜଣ ଯୁବକ ବାଇକ୍‌ରେ ଆସି…

ପୁରୀ ଜିଲ୍ଲାର ବିଭିନ୍ନ ପେଟ୍ରୋଲ ପମ୍ପରେ ଚଢ଼ାଉ

ପୁରୀ : ପୁରୀ ଜିଲ୍ଲାର ବିଭିନ୍ନ ପେଟ୍ରୋଲ ପମ୍ପରେ ଚଢ଼ାଉ । ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଯୋଗାଣ ବିଭାଗ ଏବଂ ମାପ ଓଜନ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି । ସତ୍ୟବାଦୀ ସ୍ଥିତ ରିଆ ଗ୍ୟାସ୍‌ ଏଜେନ୍ସିରେ ଅନିୟମିତତା ଯୋଗୁଁ ମାପ ଓଜନ ବିଭାଗ ପକ୍ଷରୁ…

ପିପିଲି ମଙ୍ଗଳପୁର ପେଟ୍ରୋଲ ପମ୍ପରେ ଠକେଇ ଅଭିଯୋଗ, ଯୋଗାଣ ମାପ ଓ ଓଜନ ବିଭାଗର ଚଢାଉ

ପୁରୀ : ପିପିଲି ମଙ୍ଗଳପୁର ପେଟ୍ରୋଲ ପମ୍ପରେ ତେଲ ଠକେଇ ହେଉଥିବା ଅଭିଯୋଗ ପରେ ପେଟ୍ରୋଲ ପମ୍ପରେ ଚଢାଉ କରିଛି ଯୋଗାଣ ମାପ ଓ ଓଜନ ବିଭାଗ । ବରିଷ୍ଠ ଅଧିକାରୀମାନେ ପେଟ୍ରୋଲ ପମ୍ପ୍‌ ପହଞ୍ଚି ତନ୍ନ ତନ୍ନ କରି ଯାଞ୍ଚ୍‌ କରିଥିଲେ ବି ଠକେଇ ନେଇ କୌଣସି ପ୍ରମାଣ ମିଳି ପାରିନଥିଲା । ପିପିଲି…

ବିଏସଏଫ୍ ଯବାନଙ୍କ ଦାଦାଗିରି ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ଼

ମାଲକାନଗିରି:  ଏକ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ଼। ଗତ ୨୫ ତାରିଖରେ ଯବାନ ଜଣଙ୍କ ପେଟ୍ରୋଲ ପମ୍ପକୁ ପେଟ୍ରୋଲ ପକାଇବାକୁ ଯାଇଥିଲେ। ହେଲେ ସେ ହେଲମେଟ୍ ପିନ୍ଧିନଥିବାରୁ ପେଟ୍ରୋଲ ଦେବାକୁ ପମ୍ପର କର୍ମଚାରୀ ମନା କରିଥିଲେ। ଏହାକୁ ନେଇ ରାଗି ଯାଇଥିଲେ ଯବାନ। ଏହାର ପରଦିନ ଯବାନ ଜଣକ…