Browsing Tag

petrol rate hike

ବଢିଲା ପେଟ୍ରୋଲ ଓ ଡିଜେଲ ଦାମ୍, ଜାଣନ୍ତୁ ଆଜି କେତେ ରହିଛି ଆପଣଙ୍କ ସହରରେ ଦାମ୍

ଗତକାଲି ତୁଳନାରେ ଆଜି ବଢିଛି ପେଟ୍ରୋଲ ଓ ଡିଜେଲ ଦାମ। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୪୧ ପଇସା ବଢି ୯୧ ଟଙ୍କା ରହିଥିବା ବେଳେ ଡିଜେଲ ଦାମ୍ ମଧ୍ୟ ପ୍ରତି ଲିଟର ପିଛା ୮୭ ଟଙ୍କା ୯୮ ପଇସା ଅଛି। ତେବେ ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ…

ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୭୪ ଟଙ୍କା, ୧ ମାସ ମାସକ ଭିତରେ ୨ଟଙ୍କା ୩୦ପଇସା ବୃଦ୍ଧି

ଭୁବନେଶ୍ୱର: ପିଆଜ ସହ ବଢିବାରେ ଲାଗିଛି ପେଟ୍ରୋଲ ଦର। ଦେଶରେ ପେଟ୍ରୋଲ ଲିଟର ପିଛା ୭୫ଟଙ୍କାରେ ପହଞ୍ଚିଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ରହିଛି ୭୪ଟଙ୍କା। ଗତ ନଭେମ୍ବର ୮ ତାରିଖରୁ ଦର ଲଗାତାର ବଢିବାରେ ଲାଗିଛି। ଏକ ମାସ ମଧ୍ୟରେ ଲିଟର ପିଛା ୨ଟଙ୍କା ୩୦ପଇସା ବୃଦ୍ଧି ପାଇଛି।…

ଆଜିଠୁ ବଢ଼ିଲା ତୈଳ ଦର, ଜାଣନ୍ତୁ ଭୁବନେଶ୍ୱରରେ ରହିଛି କେତେ

ଭୁବନେଶ୍ୱର(କେନ୍ୟୁଜ୍) : ଉପଭୋକ୍ତାଙ୍କ ଉପରେ ମହଙ୍ଗା ମାଡ଼। ବଜେଟରେ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଓ ସେସ୍‌ ଲାଗୁ ହେବାର ଦିନେ ପରେ ବଢ଼ିଲା ତୈଳ ଦର । ପେଟ୍ରୋଲ ଓ ଡିଜେଲ୍‌ ଲିଟର ଦର ପାଖାପାଖି ଅଢ଼େଇ ଟଙ୍କା ବୃଦ୍ଧି ହୋଇଛି। ବର୍ଦ୍ଧିତ ଦର ଅନୁସାରେ ଭୁବନେଶ୍ୱରରେ ପେଟ୍ରୋଲ ଦାମ…