କରୋନା ମହାମାରୀ ଭିତରେ କଣ ଆପଣ ଆର୍ଥିକ ସଂକଟରେ ଅଛନ୍ତି, ତାହେଲେ ମାତ୍ର ୭୨ ଘଣ୍ଟାରେ ଉଠାନ୍ତୁ ପିଏଫ ଖାତାରୁ ଟଙ୍କା
ବିଶ୍ୱରେ କରାଳ ରୂପ ନେଉଛି କିଲର ଭାଇରସ କରୋନା। ଏହି ଅଦୃଶ୍ୟ ଶତୃ ଲୋକଙ୍କ ଜୀବନ ଜୀବିକା ଉପରେ କେବଳ ପ୍ରଭାବ ପକାଉନି ଲୋକଙ୍କ ଲାଇଫଷ୍ଟାଇଲ ହିଁ ପୂରା ପରିବର୍ତ୍ତନ କରିଦେଇଛି। ତେବେ ଏହି ସମୟରେ ଦର୍ଶକବନ୍ଧୁ ଦିନମଜୁରିଆ ତ ଯାହା କଷ୍ଟ ପାଉଛନ୍ତି ଏମାନଙ୍କ ସହ ମଧ୍ୟମବର୍ଗର ଲୋକମାନେ ମଧ୍ୟ…