ସାଢ଼େ ୬ କୋଟି ଲୋକଙ୍କ ଖାତାକୁ ଆସି ଯାଇଛି PF ସୁଧ, ଘରେ ବସି SMS ଜରିଆରେ ଫଟାଫଟ୍ କରନ୍ତୁ ଚେକ୍
ମୋଦି ସରକାର ଦେଶର ୬.୫ କୋଟି ଲୋକଙ୍କ ଖାତାରେ ବିତ୍ତୀୟ ବର୍ଷ ୨୦୨୦-୨୧ର PF ସୁଧ ଟ୍ରାନ୍ସପର କରି ଦେଇଛନ୍ତି। ଏହା ଆପଣଙ୍କ ପିଏଫ୍ ଖାତାକୁ ମଧ୍ୟ ଆସି ସାରିଥିବ। ଯଦି ଏ ପର୍ଯ୍ୟନ୍ତ ଆପଣଙ୍କୁ SMS ଆସିନାହିଁ, ତା’ ହେଲେ ଆପଣ ଘରେ ବସି ସହଜରେ ଚେକ୍ କରି ପାରିବେ। ଗତ ଅନେକ ମାସରୁ ଲୋକମାନେ…