Browsing Tag

Philippines

ଜାଣନ୍ତୁ କେଉଁ ଦେଶର ଲୋକମାନେ ସୋସିଆଲ ମିଡିଆରେ ସବୁଠାରୁ ଅଧିକ ସମୟ ଅତିବାହିତ କରନ୍ତି?

ସମଗ୍ର ବିଶ୍ୱରେ ଲୋକମାନେ ମନୋରଞ୍ଜନ ଏବଂ ଅନ୍ୟମାନଙ୍କ ସହିତ କନେକ୍ଟ ରହିବା ପାଇଁ ଲୋକମାନେ ସୋସିଆଲ ମିଡିଆ ବ୍ୟବହାର କରନ୍ତି, କିନ୍ତୁ ଆପଣ ଜାଣନ୍ତି କି ଦୁନିଆର କେଉଁ ଦେଶ, ଯେଉଁଠାରେ ଲୋକମାନେ ସୋସିଆଲ ମିଡିଆରେ ସବୁଠାରୁ ଅଧିକ ସମୟ ଅତିବାହିତ କରନ୍ତି । ତେବେ ଆସନ୍ତୁ ଜାଣିବା କେଉଁ…

ଫିଲିଫାଇନ୍ସରେ ଡଙ୍ଗା ବୁଡି ୩୦ ମୃତ, ପବନ ଜୋର ହେବାରୁ ଓଲଟିପଡିଲା ଡଙ୍ଗା

ଫିଲିପାଇନ୍ସର ରାଜଧାନୀ ମନୀଲାରର ଏକ ହ୍ରଦରେ ଡଙ୍ଗାବୁଡି ୩୦ ଜଣଙ୍କର ମୃତ୍ୟୁ ହୋଇଛି । ଡଙ୍ଗାରୁ ୪୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ହଠାତ ଜୋର ପବନ ହେବା ଯୋଗୁଁ ଡଙ୍ଗାଟି ଓଲଟି ପଡିଥିଲା । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଫିଲିପିନ ତଟରକ୍ଷୀ ବାହିନୀ (ପିସିଜି) ଏବଂ…

ପ୍ରଶାନ୍ତ ମହାସାଗରରେ ହୁତୁହୁତୁ ହୋଇ ଜଳିଲା ଜାହାଜ, ତତ୍କାଳ ଉଦ୍ଧାର କାର୍ଯ୍ୟ ଯୋଗୁଁ ବଞ୍ଚିଗଲା ଜୀବନ: ଦେଖନ୍ତୁ…

ପ୍ରଶାନ୍ତ ମହାସାଗରରେ ଯାଉଥିବା ଜାହାଜରେ ଲାଗିଲା ନିଆଁ । ଜାହାଜରେ ୧୨୦ ଯାତ୍ରୀ ରହିଥିଲେ ।  ଫିଲିପାଇନ୍ସ ଜାହାଜରେ ଶତାଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜରେ ନିଆଁ ଲାଗିବା ଯୋଗୁଁ ମଝି ସମୁଦ୍ରରେ ଜଳିଗଲା । ଲୋକଙ୍କ ଆତଙ୍କିତ ହୋଇପଡିଥିଲେ । ଘଟଣା ବିଷୟରେ ଖବର ପାଇ ଫିଲିପାଇନ୍ସ…

ମଝି ସମୁଦ୍ରରେ ୨୫୦ ଲୋକଙ୍କୁ ନେଇ ଯାଉଥିବା ଫେରୀରେ ଲାଗିଲା ନିଆଁ, ଜୀବନ୍ତ ଜଳିଗଲେ ଲୋକେ

ଫିଲିପାଇନ୍ସରେ ଭୟଙ୍କର ଦୁର୍ଘଟଣା । ୨୫୦ ଲୋକଙ୍କୁ ନେଇ ଯାଉଥିବା ଫେରୀ (ପାଣିରେ ଚାଲୁଥିବା ଡଙ୍ଗା)ରେ ଲାଗିଲା ନିଆଁ । ଅନେକ ଲୋକ ଜୀବନ୍ତ ଜଳିଥିବା ଖବର ମିଳିଛି । ଏଭଳି ଭୟଙ୍କର ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ଖବର ମୁତାବକ, ଏହିଳି ଦୁର୍ଘଟଣା ପ୍ରଶାନ୍ତ…

ଚୀନ ବିରୋଧରେ ଭାରତର ବ୍ରହ୍ମୋସ୍‌ ମୁତୟନ କରିବ ଫିଲିପାଇନ୍ସ , ଜଳସୀମାରେ ଚୀନ ଅନୁପ୍ରବେଶକୁ ରୋକିବ

ନୂଆଦିଲ୍ଳୀ : ଚୀନର ବିସ୍ତାରବାଦୀ କାର୍ଯ୍ୟକଳାପର ମୁକାବିଲା କରିବ ଫିଲିପାଇନ୍ସ । ଏଥିପାଇଁ ଭାରତରୁ କିଣିଛି ବ୍ରହ୍ମୋସ୍‌ । ଗତବର୍ଷ ଭାରତ ସହ ଫିଲିପାଇନ୍ସ ବ୍ରହ୍ମୋସ ଚୁକ୍ତିରେ ସ୍ୱାକ୍ଷର କରିଥିଲା । ଭାରତରେ ଫିଲିପାଇନ୍ସ ନୌସେନା କିଛି ଦିନ ତଳେ ଟ୍ରେନିଂ ଶେଷ କରିଛି । ଖୁବ ଶୀଘ୍ର ଏହି…

ବନ୍ଦରରେ ପହଞ୍ଚିବା ପୂର୍ବରୁ ବୋଟ୍‌ରେ ଭୀଷଣ ଅଗ୍ନିକାଣ୍ଡ; ୮୦ରୁ ଅଧିକ ଲୋକଙ୍କୁ କରାଗଲା ଉଦ୍ଧାର

ଫିଲିପାଇନ୍ସରେ ଏକ ବୋଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ମନିଲାର ଦକ୍ଷିଣରେ ଥିବା ଏକ ବନ୍ଦର ଆଡ଼କୁ ଯାଉଥିବା ବେଳେ ବୋଟ୍‌ରେ ନିଆଁ ଲାଗି ଯାଇଥିଲା। ଦୁର୍ଘଟଣାର ତୁରନ୍ତ ପରେ କୋଷ୍ଟ୍‍ ଗାର୍ଡ ଏବଂ ଉଦ୍ଧାରକାରୀ ଦଳ ୮୦ରୁ ଅଧିକ ଯାତ୍ରୀ ଓ ଚାଳକମାନଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିଥିଲେ। ପବନ…

ଜୋରଦାର ଭୂମିକମ୍ପ ଝଟକାରେ ଦୋହଲିଲା ଫିଲିପାଇନ୍ସ, ତୀବ୍ରତା ୭.୦

ଫିଲିପାଇନ୍ସରେ ଭୂମିକମ୍ପ। ଆଜି ସକାଳେ ୬.୨୩ ମିନିଟରେ ଭୂକମ୍ପର ଝଟକା ଅନୁପୂତ ହୋଇଥିଲା। ଏହାର ତୀବ୍ରତା ୭.୦ ରିକ୍ଟର ରହିଥିଲା। ଭୂକମ୍ପରେ ଏପର୍ଯ୍ୟନ୍ତ କୌଣସି ପ୍ରକାର କ୍ଷତି ହୋଇନାହିଁ। ଗତମାସରେ ମଧ୍ୟ ଫିଲିପାଇନ୍ସରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହି ସମୟରେ ଭୂକମ୍ପ ଦକ୍ଷିଣ…

ଫିଲିପାଇନ୍ସରେ ତାଣ୍ଡବ ରଚିଲା ରାଇ, ମୃତ୍ୟୁ ସଂଖ୍ୟା ୨୦୦କୁ ଛୁଇଁଲା

ନୂଆଦିଲ୍ଳୀ: ଫିଲିପାଇନ୍ସରରେ ପ୍ରକୃତିର ତାଣ୍ଡବ ରଚିଛି ସାମୁଦ୍ରିକ ବାତ୍ୟା ରାଇ । ଏହି ବାତ୍ୟା ପ୍ରଭାବରେ ମୃତ୍ୟୁ ସଂଖ୍ୟା ୨୦୦କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୫୨ ଜଣ ନିଖୋଜ ଅଛନ୍ତି। ବିଗତ ୩ ଦିନ ଧରି ଏହି ଟାଇଫୁନ୍ ତାଣ୍ଡବ ମଚାଇଛି । କହିବାକୁ ଗଲେ ଫିଲିପାଇନ୍ସରେ ଗୁରୁବାର ଏବଂ…

ଫିଲିପାଇନ୍ସ ବିମାନ ଦୁର୍ଘଟଣାରେ ୪୭ ଜଣଙ୍କ ମୃତ୍ୟୁ, ୪୯ ଆହତ; ତଦନ୍ତ ନିର୍ଦ୍ଦେଶ ଦେଲେ ରକ୍ଷା ସଚିବ, ବିମାନରେ ଯାତ୍ରୀ…

ଫିଲିପାଇନ୍ସରେ ରବିବାର ଘଟିଥିବା ବିମାନ ଦୁର୍ଘଟଣାରେ ମୋଟ ୪୭ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଏବଂ ୪୯ଜଣ ଆହତ ହୋଇଛନ୍ତି। ରକ୍ଷା ସଚିବ ଡେଲ୍‌ଫିନ ଲୋରେଁଜାନାଙ୍କ କହିବା ଅନୁସାରେ, ସେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି, ଯାହାକି ଉଦ୍ଧାର ଅଭିଯାନ ପୂରା ହେବା ପରେ ଆରମ୍ଭ ହେବ।…

କର୍ମଚାରୀଙ୍କୁ ଖୁଚୁରା ବେତନ ଦେବାରୁ ପରମିଟଙ୍କୁ କରାଗଲା ନିଲମ୍ବିତ, ଖବର ହେଲା ଭାଇରାଲ

ଡିଜିଟାଲ ଯୁଗରେ ଫିଲିପାଇନ୍ସର ଭେନେଜୁଏଲାରେ କାରଖାନା କର୍ମଚାରୀଙ୍କୁ ଲାଗିଲା ଝଟକା । ଯେବେ ସେମାନେ ନୋଟ ବଦଳରେ ଚିଲର ବା ଖୁଚୁରା ଟଙ୍କା ଭରା ପ୍ଲାଷ୍ଟିକ ବ୍ୟାଗ ଦରମା ଆକାରରେ ପାଇଲେ । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି…

ଫିଲିପାଇନ୍ସ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୪୦ ସୈନିକଙ୍କୁ ସୁରକ୍ଷିତ ଭାବେ କରାଯାଇଛି ଉଦ୍ଧାର

ସୈନିକମାନଙ୍କୁ ନେଇ ଯାଉଥିବା ଫିଲିପାଇନ୍ସ ବାୟୁସେନାର ସି-୧୩୦ ବିମାନ ରବିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ରନେଓ୍ଵରୁ ନିଖୋଜ ହେବା ପରେ ଦକ୍ଷିଣାଞ୍ଚଳରେ ଦୁର୍ଘଟଣାର ଶିକାର ହୋଇଛି। ଏଥିରେ ଯାତ୍ରା କରୁଥିବା ୪୦ ସୈନିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସିଲୁ ଅଞ୍ଚଳର…

ମହିଳାଙ୍କ ପ୍ରାଇଭେଟ୍‌ ପାର୍ଟକୁ ଛୁଇଁବାକୁ ଚେଷ୍ଟା କରୁଥିଲେ ଫିଲିପାଇନ୍ସ ରାଷ୍ଟ୍ରପତି ! ଭିଡିଓ ଭାଇରାଲ

ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଦୁତେର୍ତେ କୌଣସି ନା କୌଣସି କାରଣରୁ ସବୁବେଳେ ବିବାଦରେ ରହିଥାଆନ୍ତି। ଏବେ ରାଷ୍ଟ୍ରପତି ଦୁତେର୍ତେ ପୁଣିଥରେ ଏମିତି କିଛି କରିଛନ୍ତି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।…