ମେସିନ ରାନ୍ଧିବ ସ୍ୱାଦିଷ୍ଟ ଭୋଜନ, କେବଳ ଭଏସ ଶୁଣି କାମ କରିବ ଏହି ଡିଭାଇସ
ଟେକ୍ନୋଲୋଜି ଦୁନିଆରେ ସ୍ମାର୍ଟ ଡିଭାଇସର ଟ୍ରେଣ୍ଡ ବର୍ତ୍ତମାନ ଜୋରରେ ଚାଲିଛି । ଆଉ ଏହାରି ସାହାଯ୍ୟରେ ଲାଇଟ୍ ବନ୍ଦ କରିବା ହେଉ ବା କବାଟ ଲକ୍ ଖୋଲିବା ହେଉ କିମ୍ବା ଅନ୍ୟାନ୍ୟ ଉପକରଣ ଚଳାଇବା ଭଳି କାର୍ଯ୍ୟ କେବଳ ଭଏସ୍ ଦେଇ କରାଯାଇପାରିବ । ଅର୍ଥାତ୍ କେବଳ କହିଦେଲେ ଆପଣଙ୍କ ସ୍ୱର ଶୁଣି…