୧୨,୦୦୦ ଟଙ୍କାରେ ଭଲ କ୍ୟାମେରା ଓ ବ୍ୟାଟେରୀ ଥିବା ସ୍ମାର୍ଟଫୋନ୍, ଜାଣନ୍ତୁ ଏଗୁଡ଼ିକର ଦମଦାର ଫିଚର
କିଛି ଲୋକ ଭାବନ୍ତି ଯଦି ଫୋନର ମୂଲ୍ୟ ଅଧିକ ଥିବା ତେବେ ତାହାର ଫିଚର୍ ମଧ୍ୟ ଭଲ ଥିବ । କିନ୍ତୁ ଆପଣଙ୍କୁ କମ୍ ବଜେଟରେ ଭଲ ସ୍ମାର୍ଟ ଫୋନ୍ ମିଳିଯିବ । ହେଲେ ଆପଣଙ୍କୁ ଖାଲି ଜାଣିବାର ଅଛି ଯେ ଏହା କେଉଁ ଫୋନ୍ ଓ ଏହାର ଫିଚର୍ କଣ ରହିଛି।
ଭାରତୀୟ ମୋବାଇଲ୍ ବଜାରରେ ଅନେକ ସ୍ମାର୍ଟଫୋନ୍ ଅଛି…