ଏବେ ବିମାନ ଯାତ୍ରା ସମୟରେ ମଧ୍ୟ ହୋଇ ପାରିବେ ଫୋନ୍ରେ କଥା! ବ୍ୟବହାର କରି ପାରିବେ ହାଇ ସ୍ପୀଡ୍ ଇଣ୍ଟରନେଟ୍
ଖୁସି ଖବର। ଏବେ ଆପଣଙ୍କ ମୋବାଇଲ୍ ଫୋନ୍ରେ ‘ଫ୍ଲାଇଟ୍ ମୋଡ୍’ ଅପଶନ ଅତୀତ ହେବାକୁ ଯାଉଛି। କାହିଁକିନା, ଏବେ ବିମାନ ଯାତ୍ରା ସମୟରେ ଆପଣ ହାଇ ସ୍ପୀଡ୍ ଇଣ୍ଟରନେଟ୍ ବ୍ୟବହାର କରିବାକୁ ସମର୍ଥ ହେବେ। ଅର୍ଥାତ୍ ବିମାନରେ ବସି ବସି ହିଁ ଇ-ମେଲ୍ ଜରିଆରେ ନିଜର ଜରୁରୀ କାମ ସାରି ପାରିବେ।…