Browsing Tag

phone inside mobile

ପେଟ କାଟିବାରୁ ଅପରେସନ୍‌ କଲେ ଡାକ୍ତର, ସର୍ଜରୀ ପରେ ବାହାରିଲା ନୋକିଆ ମୋବାଇଲ

ବର୍ତ୍ତମାନ ଯୁଗ ଯେତିକି ଆଗକୁ ଆଗକୁ ଯାଉଛି ସେତିକି ଅଦ୍ଭୁତ ତଥା ଅବିଶ୍ୱସନୀୟ ମାମଲା ସାମ୍ନାକୁ ଆସୁଛି। ଏହି କିଛି ଦିନ ହେବ ଲୋକଙ୍କ ପେଟରୁ ସବୁ ଅଜବ ଜିନିଷ ବାହାରୁଥିବା ଦେଖିବାକୁ ମିଳୁଛି। କେତେବେଳେ କାହା ପେଟରୁ ତାର ବାହାରିଲାଣି ତ ପୁଣି କେତେବେଳେ ଚାମଚ। ତେବେ ବର୍ତ୍ତମାନ ପୁଣିଥରେ…