ଆପଣଙ୍କ ସ୍ମାର୍ଟଫୋନରେ ମେମୋରି ଫୁଲ୍ ହେଉଛି କି? ଏପରି ବଢ଼ାନ୍ତୁ ଷ୍ଟୋରେଜ୍
ଆଜିର ସମୟରେ ଆମର ଅଧିକାଂଶ କାର୍ଯ୍ୟ ସ୍ମାର୍ଟଫୋନରେ ହେଉଛି । ଏପରିକି ସ୍କୁଲ ଓ ଅଫିସର ସମସ୍ତ କାମ ଆପଣ ବି ସ୍ମାର୍ଟଫୋନରେ କରିଥାନ୍ତି । ଏଥିରେ ଫଟୋ, ଭିଡିଓ ଓ ମୋବାଇଲ ଆପ ମଧ୍ୟ ବହୁତ ସ୍ଥାନ ନେଇଥାଏ, ଏପରି ଭାବେ ମୋବାଇଲର ମେମୋରୀ ଫୁଲ୍ ହେବାକୁ କମ୍ ସମୟ ଲାଗିଥାଏ । ତେଣୁ ସେଥିପାଇଁ…