ଆପଣ ଜାଣିଛନ୍ତି କି ଫଟୋ ଉଠାଇବାର ଫାଇଦା, ଦୈନିକ ଫଟୋ ଉଠାଉଥିବା ବ୍ୟକ୍ତି ଅଧିକ ସୁସ୍ଥ
ବର୍ତ୍ତମାନ ସମସ୍ତଙ୍କୁ ପ୍ରାୟତଃ ଫଟୋ ଉଠାଇ ଆନନ୍ଦ ନେବାର ଦେଖାଯାଉଛି । ସେ ଖୁସିର ହେଉ ବା ଦୁଃଖର ମୁହୂର୍ତ୍ତ, ଏହାର ଫଟୋ ଉଠାଇ ସେହି ମୁହୂର୍ତ୍ତକୁ ସ୍ମରଣ କରିବା ପାଇଁ ଚାହିଁଥାନ୍ତି ସମସ୍ତେ। ଏକାକୀ ଥାଆନ୍ତୁ କିମ୍ବା କାହା ସହିତ, ଫଟୋ ଉଠାଇ ସେହି ମୁହୂର୍ତ୍ତକୁ ଜୀବନ ସାରା ନିଜ ସହ…