Browsing Tag

photo journalist

ବରିଷ୍ଠ ଫଟୋ ସାମ୍ବାଦିକ ହୃଦୟନାଥ ଦାସଙ୍କ ପରଲୋକ

କଟକ : ବରିଷ୍ଠ ଫଟୋ ସାମ୍ବାଦିକ ହୃଦୟନାଥ ଦାସଙ୍କ ପରଲୋକ । କଟକ ସୂତାହାଟ ସ୍ଥିତ ବାସଭବନରେ ଦେହାନ୍ତ ।  ମୃତ୍ୟୁ ବେଳକୁ ୯୫ ବର୍ଷ ବୟସ ହୋଇଥିଲା ।  ଅନେକ ଅଗ୍ରଣୀ ଦୈନିକ ଖବର କାଗଜରେ ତାଙ୍କର ଫଟ ବାହାରୁଥିଲା । ଦୀର୍ଘ ବର୍ଷ ଧରି ଫଟୋ ସାମ୍ବାଦିକ ଭାବରେ କାର୍ଯ୍ୟ କରିଥିଲେ ।

କରୋନାରେ ଫଟୋ ସାମ୍ବାଦିକଙ୍କ ମୃତ୍ୟୁ

ଯାଜପୁର ଟାଉନ(କେନ୍ୟୁଜ୍‌): ଯାଜପୁରରେ କାର୍ଯ୍ୟରତ ଫଟୋ ସାମ୍ବାଦିକ ଅଶୋକ ସାହୁ (୫୫) ଙ୍କର ଗତକାଲି ମୃତ୍ୟୁ ଘଟିଛି । ଅଶୋକ ଭୁବନେଶ୍ୱରରୁ ପ୍ରକାଶିତ ହେଉଥିବା ଦୈନିକ ଖବର କାଗଜ “ମନ୍ଥନ”ରେ ଫଟୋ ସାମ୍ବାଦିକ ଭାବେ କାର୍ଯ୍ୟରତ ଥିଲେ । ଅଶୋକ ଗତ କିଛି ମାସ ଧରି ଅସୁସ୍ଥ ହୋଇ କଟକ ଏସସିବି…