ଘର ପାଇଁ ଶୁଭ ଏହି ୫ଟି ଫଟୋ, ସଠିକ୍ ଦିଗରେ ଲଗାଇଲେ ଖୋଲିବ ଟଙ୍କାର ରାସ୍ତା
ବାସ୍ତୁ ଶାସ୍ତ୍ର ଅନୁସାରେ ଘରର କାନ୍ଥରେ ଲଗାଯାଇଥିବା ଫଟୋଗୁଡିକୁ ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି ଫଟୋଗୁଡିକ କେବଳ ଘରର ସୌନ୍ଦର୍ଯ୍ୟ ବଢାଇନଥାଏ ବରଂ ସକରାତ୍ମକ ଶକ୍ତିର ପ୍ରଭାବ ମଧ୍ୟ ପଡେ । ଯାହା ସୁଖ, ସମୃଦ୍ଧି,ଧନ ଏବଂ ଶାନ୍ତି ଆଣିଥାଏ । ଜଳପ୍ରପାତ, ୭ଟି ଘୋଡା,…