Browsing Tag

Phulbani MLA

ମାଟ୍ରିକ୍ ପାସ୍ କଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ରଖିଲେ ୭୨% ମାର୍କ; କହିଲେ ଆଗକୁ ଆହୁରି ପାଠପଢ଼ିବି

ଫୁଲବାଣୀ (କେନ୍ୟୁଜ): ଆଜି ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ଘରେ ଖୁସିର ଲହରୀ । ବିଧାୟକ ୭୨ ପ୍ରତିଶତ ମାର୍କ ରଖି ମାଟ୍ରିକ ପାସ କରିଛନ୍ତି ।ସେ ଚଳିତ ୨୦୨୨ ଏସଆଇଓଏସରେ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ଆଜି ତାଙ୍କ ରିଜଲ୍ଟ ବାହାରିଲାପରେ ସେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି , ସେ ମୋଟ…

ସରଳ ଜୀବନ ଶୈଳୀ ପାଇଁ ଚର୍ଚ୍ଚାରେ ଫୁଲବାଣୀ ବିଧାୟକ, ସକାଳ ହେଲେ କୋଡି କୋଦାଳ ଧରି ବାହାରି ପଡନ୍ତି ବିଲକୁ

ଫୁଲବାଣୀ(କେନ୍ଯୁଜ୍): ମୁଁ ଆଗେ ଚାଷୀ ପରେ ବିଧାୟକ , ଏପରି କହିଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର । ବିଧାୟକ ହେଲାପରେ ସହରର ଚାକଚକ୍ଯ ଓ ଭୋଗବିଳାସକୁ ଛାଡି ନିଜ କୌଳିକ ବୃତି ଚାଷ କାର୍ଯ୍ଯକୁ ଆପଣାଇ ନିଜ ଗ୍ରାମ ଆଦିବାସୀ ଅଧ୍ୟୁଷିତ ପକାରୀରେ ନିରାଡମ୍ବର ଜୀବନ ଯାପାନ କରୁଛନ୍ତି ବିଧାୟକ…