ଅଦିନିଆ ବର୍ଷାରେ ଛାରଖାର ଫୁଲବାଣୀ ସହର, କେଉଁଠି ଘର ଭାଙ୍ଗିଯାଇଛି ତ ଆଉ କେଉଁଠି ଗାଡି ଉପରେ ପଡିଯାଇଛି ଗଛ
ଫୁଲବାଣୀ : ଅଦିନିଆ ବର୍ଷାରେ ଛାରଖାର ଫୁଲବାଣୀ ସହର। ବିଭିନ୍ନ ସ୍ଥାନରେ ବଡ଼ ବଡ ଗଛ ଉପୁଡିପଡିବା ସହ ବିଦ୍ୟୁତ୍ ତାର ଛିଣ୍ଡିପଡିଛି। କେଉଁଠି ଘର ଭାଙ୍ଗିଯାଇଛି ତ ଆଉ କେଉଁଠି ଗାଡି ଉପରେ ଗଛ ପଡି ଭାଙ୍ଗିଯାଇଛି। ଗଛ ପଡି ୫ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ବିଦ୍ୟୁତ୍ ସରବରାହ ମଧ୍ୟ…