Browsing Tag

phulbani

ଫୁଲବାଣୀ: ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରା ଦଣ୍ଡାଦେଶ

ଫୁଲବାଣୀ(କେନ୍ୟୁଜ୍): ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରା ଦଣ୍ଡାଦେଶ । ଦଣ୍ଡାଦେଶ ଶୁଣାଇଲେ ଫୁଲବାଣୀ ପକ୍ ସୋ କୋର୍ଟ । ଅଭିଯୁକ୍ତ ଗଣେଶ ପ୍ରଧାନକୁ ୨୦ ବର୍ଷ ସ ଜେଲ୍ ସହ ୨୨ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟରେ ଆଉ ୬ ମାସ ଅଧିକ ଜେଲ…

୫ ହଜାର ଟଙ୍କା ଲାଞ୍ଚ ନେଇଥିବା ବିଇଓ ଅଫିସର କିରାଣୀଙ୍କୁ ୩ ବର୍ଷ ଜେଲ ଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା

ଫୁଲବାଣୀ(କେନ୍ୟୁଜ୍):  ବିଇଓ ଅଫିସର କିରାଣୀଙ୍କୁ ୩ ବର୍ଷ ଜେଲ ଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା। ଏମିତି ରାୟ ଶୁଣାଇଛନ୍ତି ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ।  ଅଭିଯୁକ୍ତ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିଇଓ ଅଫିସର ମୁଖ୍ୟ କିରାଣୀ ଚତୁର୍ଭୂଜ ଖମାରିଙ୍କୁ ଫ୍ୟାମିଲ ପେନସନ…

କଳା ପଲସରରେ ଆସିଲେ ସ୍ପଷ୍ଟ ଦିବାଲୋକରେ ଲୁଟିଲେ, ୧୭ ଲକ୍ଷ ୫୦ ହଜାର ଟଙ୍କା ଝାମ୍ପିନେଲେ

ଫୁଲବାଣୀ(କେନ୍ୟୁଜ୍): ସ୍ପଷ୍ଟ ଦିବାଲୋକରେ ଲୁଟ୍‌ । କଳା ପଲସରରେ ଆସିଲେ । ଟଙ୍କା ନେଇ ଛୁ ମାରିଲେ । ଫୁଲବାଣୀରେ କଳା ପଲସରେ ଆସି ବ୍ୟବସାୟୀଙ୍କଠାରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ । ଆକ୍ସିସ ବ୍ୟାଙ୍କ ନିକଟରୁ ଏହି ଲୁଟ୍‌ ହୋଇଛି । ଡକାୟତିର ଶିକାର ହୋଇଛନ୍ତି…

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ ଜେଲ୍‌ଦଣ୍ଡ, ୨୦ହଜାର ଟଙ୍କାର ଜୋରିମାନା ଆଦେଶ

ଫୁଲବାଣୀ(କେନ୍ୟୁଜ୍): ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ ଜେଲଦଣ୍ଡ। ଦଣ୍ଡାଦେଶ କରିଛନ୍ତି ଫୁଲବାଣୀ ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ। ଅଭିଯୁକ୍ତ ଜି. ଉଦୟଗିରି ଥାନା ଅଞ୍ଚଳର ଅନଙ୍ଗ ନାୟକ କୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ କରିବା ସହ ୨୦ହଜାର ଟଙ୍କାର ଜୋରିମାନା ଆଦେଶ ଦେଇଛନ୍ତି।…

ଫୁଲବାଣୀରେ ବଡ ଠକେଇ ଘଟଣାର ଫର୍ଦ୍ଦାଫାସ: ୭୦ ଲକ୍ଷ ଠକେଇ ଘଟଣାରେ ୨ ଗିରଫ

ଫୁଲବାଣୀ(କେନ୍ୟୁଜ୍): ଫୁଲବାଣୀରେ ବଡ ଠକେଇ ଘଟଣାର ଫର୍ଦ୍ଦାଫାସ । ନକଲି ସୁନା ବନ୍ଧକ ରଖି ୭୦ ଲକ୍ଷ ଠକେଇ ଘଟଣାରେ ୨ ବ୍ୟାଙ୍କ ଅଧିକାରୀ ଗିରଫ । ଫୁଲବାଣୀ ମାନ୍ନାପୁରମ ବ୍ରାଞ୍ଚ ମ୍ୟାନେଜର ପୂର୍ଣ୍ଣଚନ୍ଦ୍ର ବେହେରା ଓ ସହକାରୀ ବ୍ରାଞ୍ଚ ମ୍ୟାନେଜର ଅଶ୍ରୁମୋଚନ ବିଶ୍ୱାଳଙ୍କୁ ଗିରଫ କରି କୋର୍ଟ…

ଫୁଲବାଣୀ : ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ଜେଲ୍‌ଦଣ୍ଡ

ଫୁଲବାଣୀ (କେନ୍ୟୁଜ୍‌) : ନାବାଳିକା ଦୁଷ୍କର୍ମକାରୀକୁ ଦଶ ବର୍ଷ ଜେଲ ଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ । ମାମଲାର ଶୁଣାଣି କରି ଅଭିଯୁକ୍ତ ସିପୁ ଦିଗାଲକୁ ଏହି ଦଣ୍ଡ ଶୁଣାଇଛନ୍ତି ସ୍ଵତନ୍ତ୍ର ପୋକସୋ କୋର୍ଟର ବିଚାରପତି…

ଆଗ କହିଲେ ଦୁଷ୍କର୍ମ ହୋଇଛି ପରେ ବୟାନ ବଦଳାଇ ଦେଲେ, ମିଥ୍ୟା ସାକ୍ଷୀ ଦେଇଥିବାରୁ ଅଭିଯୋଗ କାରିଣୀକୁ ଜେଲ ଦଣ୍ଡ

ଫୁଲବାଣୀ(କେନ୍ୟୁଜ୍):  ଦୁଷ୍କର୍ମ ପୀଡ଼ିତା ଅଭିଯୋଗ କାରିଣୀକୁ ଜେଲ ଦଣ୍ଡ । ଏପରି ଦୃଷ୍ଟାନ୍ତ ମୂଳକ ରାୟ ଦେଇଛନ୍ତି ଫୁଲବାଣୀ ଫାଷ୍ଟଟ୍ରାକ୍‌ ସ୍ପେଶିଆଲ କୋର୍ଟ । ଗତ ୨୦୨୦ ମେ' ୨୨ତାରିଖରେ ସଦର ଥାନା ଅନ୍ତର୍ଗତ ଏକ ଦୁଷ୍କର୍ମ ମାମଲାରେ ପୀଡ଼ିତା ସଦର ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।…

କନ୍ଧମାଳ: ଅନଲାଇନ କ୍ଲାସ ବେଳେ ଫାଟିଲା ମୋବାଇଲ, ଅଳ୍ପକେ ବର୍ତ୍ତିଲେ ଛାତ୍ର

ଫୁଲବାଣୀ(କେନ୍ୟୁଜ୍):  ଅନଲାଇନ ପାଠ ପଢିବା ବେଳେ ଅଘଟଣା, ଫାଟିଲା  ମୋବାଇଲ । ଅଳ୍ପକେ ବଞ୍ଚିଲେ ଫୁଲବାଣୀର ପବ୍ଲିକ ସ୍କୁଲର ନବମ ଶ୍ରେଣୀର ଛାତ୍ର ସାତ୍ତ୍ବିକ‌ ପଟ୍ଟନାୟକ । ଅନ ଲାଇନ କ୍ଳାସ ସାରି ପାଖରେ ଥିବା ଖଟ ଉପରେ ମୋବାଇଲ ରଖିଥିବା ବେଳେ ହଠାତ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ପରେ ଆସି…

ପୁଣି ଆରମ୍ଭ ହେବ କୋଭିଡ ହସପିଟାଲ, ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ନିଷ୍ପତ୍ତି

ଫୁଲବାଣୀ(କେ.ନ୍ୟୁଜ): ଫୁଲବାଣୀରେ ପୁଣି ଆରମ୍ଭ ହେବ କୋଭିଡ ହସପିଟାଲ। କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଜିଲ୍ଲା ପ୍ରଶାସନ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ପରିସରରେ କୋଭିଡ ହସପିଟାଲ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଏଣୁ ହସ୍ପିଟାଲ ଖୋଲିବା ପୂର୍ବରୁ କନ୍ଧମାଳ ଜିଲ୍ଲାପାଳ କୋଭିଡ ହସପିଟାଲ…

କନ୍ଧମାଳ: ପର୍ଯ୍ୟଟକଙ୍କୁ ମାରଧର କରି ଲୁଟ କରିବା ପଡିଲା ମହଙ୍ଗା, ଗିରଫ ହେଲେ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର

କନ୍ଧମାଳ(କେନ୍ୟୁଜ୍):  ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଡକାୟତି ଘଟଣାରେ ଗିରଫ। ଫୁଲବାଣୀ ଟାଉନ ଥାନା ପୋଲିସ ତାଙ୍କୁ ଗିରଫ କରିଛି। ଗତ ୯ତାରିଖ ଦିନ ଏକ  ପର୍ଯ୍ୟଟନସ୍ଥଳୀ ଉର୍ମାଗଡକୁ ଯାଇଥିବା ବେଳେ ସେଠାରେ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଓ ଅନ୍ୟ ୪ଜଣ ଢେଙ୍କାନାଳରୁ ବୁଲିବାକୁ…

ଫୁଲବାଣୀ : କରୋନା କରାଇ ଦେଲା ନାହିଁ ଶବ ଦାହ, ଗାଁ ଲୋକଙ୍କ ବିରୋଧ ଯୋଗୁଁ ପଡ଼ି ରହିଲା ମୃତଦେହ

ଫୁଲବାଣୀ (କେ ନ୍ୟୁଜ୍‌) : ଫୁଲବାଣୀ ସ୍ଥିତ ପଟାବାଲି ସାହି ମଶାଣିରେ ଶଵ ଦାହକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ବିରୋଧ କରାଯାଇଛି । ଖଜୁରିପଡା ବ୍ଲକ ଅନ୍ତର୍ଗତ ଗାଡ଼ିଆ ପଡା ଗ୍ରାମର ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଦେହ ଅସୁସ୍ଥ ହେବା କାରଣରୁ ତାଙ୍କୁ କିଛି ଦିନ ତଳେ ଫୁଲବାଣୀ…

ଘରୋଇ କଳିର କରୁଣ ପରିଣତି, ବାପାର ଏସିଡ୍ ମାଡ଼ରେ ପୁଅ ଗୁରୁତର

ଫୁଲବାଣୀ(କେନ୍ୟୁଜ): ପୁଣିଥରେ ଘରୋଇ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ କଇଁଝର ଗ୍ରାମପଞ୍ଚାୟତର କୁଟିଗଡରେ ବାପା ନିଜ ପୁଅ ଉପରକୁ ଏସିଡ୍ ପକାଇବା ଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି । ଏବେ ସବୁଆଡେ ଲକଡାଉନ ଚାଲିଥିବାରୁ କୌଣସି କାମ…