ପାକିସ୍ତାନୀ ଡାକ୍ତର ଅସ୍ତ୍ରୋପଚାର ଅଧାରୁ ଛାଡି ନର୍ସଙ୍କ ସହ ରଖିଲେ ଶାରିରୀକ ସମ୍ପର୍କ
ୟୁକେର ଗ୍ରେଟର ମାଞ୍ଚେଷ୍ଟରର ଟାମସାଇଡ୍ ହସ୍ପିଟାଲରେଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ୪୪ ବର୍ଷୀୟ ପାକିସ୍ତାନୀ ପରାମର୍ଶଦାତା ଆନାସ୍ଥେଟିଷ୍ଟ ଡକ୍ଟର ସୁହେଲ୍ ଅଞ୍ଜୁମ୍ ପିତ୍ତ ବ୍ଲାଡର ଅସ୍ତ୍ରୋପଚାର ସମୟରେ ରୋଗୀଙ୍କୁ ଆନାସ୍ଥେସିଆରେ ଛାଡି ଅନ୍ୟ ଏକ ଅସ୍ତ୍ରୋପଚାର ଥିଏଟରରେ…