ଫରେଷ୍ଟ ଗାର୍ଡ ପରୀକ୍ଷାର ଫିଜିକାଲ ଟେଷ୍ଟ ବେଳେ ଟଳି ପଡ଼ିଲେ ଯୁବକ, ପୁଅର ମୃତ୍ୟୁରେ ଭାଙ୍ଗିପଡିଛି ପରିବାର
ଉଦଳା : ଚାକିରି ପାଇଁ ଯାଇଥିଲେ । ଶବ ହୋଇ ଫେରିଲେ। କାନ୍ଦୁଛି ପୁରା ଗାଁ । ସମସ୍ତଙ୍କ ଆଖିରେ ଲୁହ। କାହା ଆଖିରୁ ଧାର ଧାର ହୋଇ ଗଡି ଯାଉଛି ଲୁହ ତ, ଆଉ କିଏ ମୁହଁକୁ ଚାପି କାନ୍ଦୁଛି । ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ସାଇଁକୁଳା ଗ୍ରାମର କୃଷ୍ଣ ଗୋପାଳ ଫରେଷ୍ଟ ଗାର୍ଡ ପରୀକ୍ଷାର…