ଆଚାର ବା ଚଟଣୀ ? ଶରୀର ପାଇଁ କଣ ଖାଇବା ଅଧିକ ଲାଭ
ବିନା ଚଟଣୀ ଏବଂ ଆଚାରରେ ଜଣେ ଭାରତୀୟର ଖାଇବା ଥାଳୀ ଅଧୁରା ରହିଥାଏ। ଯେପର୍ୟ୍ୟନ୍ତ ଖାଇବା ସହ ଚଟଣୀ ବା ଆଚାର ନଥାଏ ସେପର୍ୟ୍ୟନ୍ତ ଖାଇବାର ସ୍ବାଦ ଆସିନଥାଏ। କିନ୍ତୁ କିଛି ବ୍ୟକ୍ତି ନିଜ ଡାଏଟକୁ ନେଇ ଖୁବ ଚିନ୍ତିତ ରହିଥାନ୍ତି। ଯାହା ଫଳରେ ସମାନେ ଆଚାର ଏବଂ ଚଟଣୀ ଖାଇବାକୁ ପସନ୍ଦ…